ବସ୍ତୁଶାସ୍ତ୍ର ଅନୁସାରେ ,ଏହି ୫ ଟି ଜିନିଷ ପର୍ସରେ ରଖନ୍ତୁ ,ବଢିପାରେ ଆପଣଙ୍କ ଧନ

ଅଧିକ ରୁ ଅଧିକ ଟଙ୍କା ରୋଜଗାର କରିବାକୁ ସମସ୍ତଙ୍କର ଆଶା ରହିଥାଏ ,ଆଉ ଏଥିପାଇଁ ମଧ୍ୟ ଆମେ କଠିନ ରୁ କଠିନ ପରିଶ୍ରମ କରିଥାଉ । କିନ୍ତୁ ବହୁତ ପରିଶ୍ରମ କରିବା ସ୍ଵେତେ ମଧ୍ୟ ଆମପାଖରେ ପଇସା ରହିନଥାଏ । ବସ୍ତୁଶାସ୍ତ୍ରରେ କୁହାଯାଇଛି କି, ଯଦି ଆପଣ କିଛି ଖାସ ଜିନିଷ ଆପଣଙ୍କ ପର୍ସ ରେ ରଖିବେ ,ତାହାଲେ ଆପଣଙ୍କୁ ଲାଭ ମିଳିପାରେ । ଏହି ୫ ଟି ଜିନିଷ ପର୍ସ ରେ ରଖିବା ଦ୍ଵାରା ଆପଣଙ୍କ ପର୍ସ କେବେ ଖାଲି ହୋଇନଥାଏ । ଆସନ୍ତୁ ଜାଣିବା ଏହି ୫ ଟି ଚମତ୍କାର ଜିନିଷ ବିଷୟରେ ;

ଶାସ୍ତ୍ରରେ ଅଛି ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବତା, ତେଣୁ  ଆପଣ ପର୍ସରେ ମା ଲକ୍ଷ୍ମୀଙ୍କ ଫୋଟୋ ରଖନ୍ତୁ ,ଏହାଦ୍ଵାରା ଧନ ବଢିବା ସହ ସୁଖଶାନ୍ତି ପାଇପାରିବେ । ଅଧିକ ରୁ ଅଧିକ ଧନ ପାଇବାର ସୁଯୋଗ ମଧ୍ୟ ପାଇପାରିବେ । ମା ଲକ୍ଷ୍ମୀଙ୍କ ଫଟୋକୁ ପର୍ସରେ ରଖିବା ଦ୍ବାରା ମଧ୍ୟ ପର୍ସରେ ସବୁବେଳେ ପଇସା ରହିଥାଏ,

ନିଜ ପର୍ସରେ ପଦ୍ମର ବୀଜ ରଖନ୍ତୁ ,ଏହାଦ୍ଵାରା ଆପଣଙ୍କ ପର୍ସ କେବେ ବି ଖାଲି ରହିବନାହିଁ । ମା ଲକ୍ଷ୍ମୀଙ୍କ କୂର୍ପା ସବୁବେଳେ ଆପଣଙ୍କ ଉପରେ ରହିବା । ପର୍ସରେ ଅକ୍ଷେତ ରଖିବା ବି ବହୁତ ଫାଇଦା ଅଟେ । କୁହନ୍ତି ଯେ ,ଚାଉଳ ପର୍ସ ରେ ରଖିବା ଦ୍ଵାରା ଆପଣଙ୍କ ଖର୍ଚ କମିଥାଏ । ନକ୍ଷତ୍ର ପର୍ସ ରେ ରଖିନ୍ତୁ ,ଯାହାଦ୍ୱାରା ଆପଣ ବହୁତ ଲାଭ ପାଇପାରିବେ । ନକ୍ଷତ୍ର ରଖିବାଦ୍ଵାରା ଆପଣ ଅସୁବିଧା ରୁ ରକ୍ଷା ପାଇପାରିବେ ।

ପର୍ସରେ ଆଇନା ରଖିବା ଦ୍ବାରା ମଧ୍ୟ ଅନେକ ସମସ୍ୟ ଦୁରେଇ ଯାଏ, ଏବଂ ଚାକିରୀ ପ୍ରାପ୍ତି ମଧ୍ୟ ହୁଏ. ଏହି ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରି ସମସ୍ତଙ୍କୁ ଏ ବିଷୟରେ ଅବଗତ କରାନ୍ତୁ.

Leave a Reply

Your email address will not be published. Required fields are marked *