ଦୁବାଇ ରେ ରାଷ୍ଟ୍ରଗାନ କରୁଥିବା ସମୟରେ ଧୋନି ଓ ରୋହିତ କରିଲେ ଏପରି କାମ ଯେ ୧୨୫କୋଟି ଭାରତୀୟଙ୍କ ଛାତି ଗର୍ବରେ ଛାତି ଫୁଲିକରି ୫୬ ଇଞ୍ଚର ହୋଇଗଲା

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଏହି ଦିନରେ ସୋସିଆଲ୍ ମିଡିଆରେ ଏସିଆ କପ୍ କୁ ନେଇକରି ଖବର ଶୁଣିବାକୁ ମିଳିଥାଏ ।  ଏହି କ୍ରମରେ ଏହିଥର ୧୮ ସେପ୍ଟେମ୍ବରକୁ ଦୁବାଇରେ ହେବାକୁ ଥିବା ଭାରତ ଓ ହଂକଂଙ୍ଗ ମଧ୍ୟରେ ମୁକାବଲା ଆରମ୍ଭରେ ରାଷ୍ଟ୍ରଗାନ ସମୟରେ ରୋହିତ ଶର୍ମା ଓ ଧୋନୀଙ୍କ କିଛି ଏହିପରି କଲେ ଯାହା ଦ୍ୱାରା ୧୦୦ କୋଟି ଭାରତୀୟଙ୍କ ଛାତି ଗର୍ବରେ ଫୁଲି ଉଠିଲା ।ଆପଣଙ୍କୁ କହିଦେଉଛୁ କି ହଂ କଂଙ୍ଗ ଟସ୍ ଜିତିକରି ପ୍ରଥମେ ବୋଲିଙ୍ଗ୍ କରିବାପାଇଁ ନିଷ୍ପତ୍ତି ନେଲା ।

ସେମିତି ଇଣ୍ତିଆନ୍ ଟିମ୍ ବ୍ୟାଟିଙ୍ଗ୍ କରିବା ଆରମ୍ଭ କରିଦେଲେ , ଏହି ମ୍ୟାଚରେ ୪୦୦ ରନ୍ ର ଟାର୍ ଗେଟ୍ ମିଳିପାରିଥାନ୍ତା କିନ୍ତୁ ଏହିପରି ହୋଇପାରିଲା ନାହିଁ, ଯଦି କଥା ହେବା ଦୁବାଇ ପଡିଆ କଥା ତେବେ ଯେତେବେଳେ ମ୍ୟାଚ ଆରମ୍ଭ ହେବାକୁ ଥିଲା ସେତେବେଳେ ରାଷ୍ଟ୍ରଗାନ ସମୟରେ ଧୋନୀ ଓ ରୋହିତ ଶର୍ମା ଏମିତି କାମ କଲେ କି ତାହାକୁ ଦେଖି ଭାରତ ବାସୀଙ୍କ ମନ ଗର୍ବରେ ଫୁଲିଗଲା , ଆପଣ ଭାବୁଥିବେ କି ପ୍ରକୃତରେ ଏହି ଖେଳାଳୀ ମାନେ ଏମିତି କଣ କଲେ ?

ଆପଣଙ୍କୁ ଜାନକାରୀ ପାଇଁ କହିଦେଉଛୁ କି ଭାରତ ବାସୀ ନିଜ ଦେଶକୁ ସବୁଠାରୁ ଅଧିକା ଭଲ ପାଆନ୍ତି , ଦେଶର ଖେଳାଳୀ ନିଜ ଦେଶ ପାଇଁ ଗୌରବ ଅନୁଭବ କରନ୍ତି , ଆପଣଙ୍କୁ କହିଦେଉଛୁ କି ଦୁବାଇର ପଡିଆ ମଧ୍ୟରେ ଯେତେବେଳେ ରାଷ୍ଟ୍ର ଗାନ ହେଉଥିଲା ସେତେବେଳେ ମହେନ୍ଦ୍ର ସିଂ ଧୋନୀ ଓ ରୋହିତ ଶର୍ମା ଶାନଦାର ଭାବେ ରାଷ୍ଟ୍ରଗାନ କରୁଥିବାର ନଜର ଆସିଥିଲେ , ସେମିତି ବି ରାଷ୍ଟ୍ରଗାନ କଲା ବେଳେ ଖେଳାଳୀମାନେ ସାବଧାନ ମୁଦ୍ରାରେ ଠିଆ ହୋଇଥାନ୍ତି,

କିନ୍ତୁ ରୋହିତ ଶର୍ମା  ସବୁବେଳେ ରାଷ୍ଟ୍ରଗାନ ଗୁଣୁଗୁଣେଇ ଥାନ୍ତି , ଏହିଥିରେ ଏହା ଜ୍ଞାତ ହୁଏ କି ଧୋନୀ ଓ ରୋହିତ ଦେଶ ପାଇଁ କେତେ ଭଲ ପାଇବା  ଅଛି , ସେମିତି ବି ମହେନ୍ଦ୍ର ସିଂ ଧୋନୀ ଓ ରୋହିତ ଶର୍ମା ନିଜ ଦେଶର ରାଷ୍ଟ୍ର ଧ୍ୱଜକୁ ସବୁବେଳେ ସମ୍ମାନ ଦେଇଆସିଛନ୍ତି , ଏହି ଜାନକାରୀ ସଂବନ୍ଧରେ ଆପଣ ମାନଙ୍କର କଣ ପ୍ରତିକ୍ରିୟା ଅଛି କମେଣ୍ଟ ବକ୍ସରେ ନିଜର ମହତ୍ତ୍ୱପୂର୍ଣ୍ଣ ରାୟ ଦିଅନ୍ତୁ ,

ଏହି ଦୁଇ ଖେଳାଳୀଙ୍କ ପାଇଁ ଗର୍ବରେ ଗୋଟିଏ ସେୟାର କରିଦିଅନ୍ତୁ. ଏବଂ ନୀଜର ମତା ମତକୁ କମେଣ୍ଟରେ ଲେଖନ୍ତୁ

Leave a Reply

Your email address will not be published. Required fields are marked *