କଲେଜ ରେ ପଢୁଥିବା ଛାତ୍ରୀ ବର୍ଷାରେ ଛାତ ଉପରେ ଗାଧୋଇବା ହେଲା ମହଙ୍ଗା – ବର୍ଷାରେ ଭିଜିବା ପୂର୍ବରୁ ଆପଣ ବି ଭାବି ନେବେ ଦୁଇଥର

ବର୍ଷାରେ ଭିଜିବାକୁ କିଏ ବା ନ ପସନ୍ଦ କରେ, ପିଲାଠୁ ବଡ ଯାଏ ସମସ୍ତେ ବର୍ଷାରେ ଭିଜିବାକୁ ପସନ୍ଦ କରନ୍ତି, ହେଲେ ବେଳେ ବେଳେ ଆମ ପସନ୍ଦର କାମ ଆମ ମୃତ୍ୟୁର କାରଣ ବନିଯାଏ, ହଁ ବନ୍ଧୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସତ ଘଟଣା କହିବାକୁ ଯାଉଛୁ, ଜାହା ଆପଣଙ୍କୁ ଦୋହଲାଇ ଦେବ. ସତ ଜାଣିବା ପାଇଁ ଶେଷ ଯାଏ ନିଶ୍ଚୟ ପଢନ୍ତୁ.

ସମୟ ବଡ ବଳବାନ ,ଜନ୍ମ ତ ହେବ ଆଗରୁ ସମସ୍ତେ ଜାଣିଥାନ୍ତି ମାତ୍ର ମୃତ୍ୟୁ ର ଏକ ମିନିଟ ଆଗରୁ ମଧ୍ୟ ଜଣ ନଥାଏ ଯେ ମୃତ୍ୟୁ ଆସିଯିବ ବୋଲି | କହନ୍ତି ନା କେଉଁ ବ୍ୟକ୍ତିର ଜୀବନରେ ମୃତ୍ୟୁ କେବଳ ଭଗବାନଙ୍କ ହାତରେ ଥାଏ ,ମଣିଷର ଜନ୍ମ ହେବା ପୂର୍ବରୁ ମୃତ୍ୟୁର ସମୟ  ନିର୍ଦ୍ଧାରିତ ହୋଇଥାଏ , ଏହି ସମୟରେ ମଣିଷକୁ ହସିବାକୁ ଓ ଖେଳିବାକୁ ହୋଇଥାଏ , ଓ ତେବେ ଦ୍ୱିତୀୟ ସମୟରେ ମୃତ୍ୟୁ ଆସିଯାଇଥାଏ , କିଛି ଏପରି ମାମଲା ଦେଖିବାକୁ ମିଳିଥିଲା , ଯେଉଁଠି ଏକ ଏକାଦଶ ଶ୍ରେଣୀରେ ପଢୁଥିବା ଛାତ୍ରୀ ବଦଳୁଥିବା ମୌସୁମରେ ନିଜ ଆଡକୁ ଟାଣି ନେଲା ।

ବହୁଥର ଆପଣ ଗୋଟେ କଥା ଦେଖିଥିବେ କି କିଛି ଲୋକ ବର୍ଷାରେ ଭିଜିବାକୁ ଭଲ ପାଆନ୍ତି , ସେମିତି ବର୍ଷାରେ ଚା ସହ ପକୁଡି ଖାଇବାର ଅଲଗା ମଜା ଥାଏ , କିଛି ଲୋକ ଏହି ବର୍ଷାରେ ଭିଜିବାକୁ ମଜା ନିଅନ୍ତି , କିନ୍ତୁ କେବେ ଆପଣ ଭାବିଛନ୍ତି କି ବର୍ଷାରେ ଭିଜିବା ଦ୍ୱାରା କାହାର ଜୀବନ ପାଇଁ ଅସୁବିଧା ହୋଇଯିବ

କାନପୁରରେ ଏହି ଦିନରେ ଏକ ଘଟଣା ଘଟିଛି , ଯେଉଁଠି କାନପୁରରେ ଆବାସ ବିକାଶ ହଂସପୁରମ ନୋବସ୍ଥାରେ ବର୍ଷା ସମୟରେ ଛାତ ଉପରେ ଭିଜୁଥିଲେ ଏକାଦଶ ଶ୍ରେଣୀରେ ପଢୁଥିବା ଛାତ୍ରୀ ପ୍ରିୟା ଶର୍ମା ଓରଫ୍ ରିତୁ , ଚଡକ ମାରିବା ଦ୍ୱାରା ମୃତ୍ୟୁ ହୋଇଗଲା , କୁହାଯାଉଛି କି ତାଙ୍କ ବୟସ କେବଳ ୧୭ ବର୍ଷ ଥିଲା , ରିତୁଙ୍କୁ ବର୍ଷାରେ ଭିଜିବାକୁ ବହୁତ ଭଲ ଲାଗୁଥିଲା , କିନ୍ତୁ ଚଡକ ମାରିବା ଦ୍ୱାରା ରିତୁ ଏହି ଦୁନିଆଁକୁ ଛାଡି ଦେଇଥିଲେ , ତାଙ୍କ ଘରର ଛାତ ଉପରେ ଏକ ୨ ଇଞ୍ଚର ଗାତ ବି ହେଇଯାଇଥିଲା ,

ଗଙ୍ଗାପୁର କଲୋନୀ ନିବାସୀ ପ୍ରିୟା ଙ୍କ ଭିଣେଇ ସୁଶୀଲ କୁମାର ପୋଲିସ୍ ଥାନାରେ ଦେଇଥିବା ବୟାନରେ କହିଥିଲେ କି ସେ ତିନି ଭଉଣୀଙ୍କ ଠାରୁ ସବୁଠାରୁ ଛୋଟ ଭଉଣୀ ଥିଲେ , ସୁଶୀଲଙ୍କ ଅନୁସାରେ ତାଙ୍କ ଶଶୁରଙ୍କ ନିଧନ ପରେ ଶାଶୁ ସୁମନ ୧୪ ସି ଆବାସ ବିକାଶ ହଂସପୁରମ ସ୍ଥିତ ସଂଜୟ ସଚାନର ଲଫିଙ୍ଗ୍ ସ୍କୁଲ୍ ରେ ଚାକିରି କରିନେଲେ , ପ୍ରିୟା ବି ତାଙ୍କ ସହ ରହୁଥିଲେ , ପାଠପଢାରେ ଭଲ ଥିଲେ , ବିଗତ ବୁଧବାର ଦିନ ବର୍ଷାରେ ପ୍ରିୟା ଭିଜିବାଉ ସ୍କୁଲରୁ ଘରେ ଆସି ଛାତ ଉପରକୁ ପଳେଇଲେ, କିନ୍ତୁ ସେହି ସମୟରେ ଅଚାନକ ଚଡକ ମାରିଲା ଓ ସେ ସେଥିରେ ମୃତ୍ୟୁବରଣ କରିଥିଲେ , ପ୍ରିୟାଙ୍କ ଘରଲୋକେ ତାଙ୍କୁ ନପାଇ ୧ ଘଣ୍ଟା ପରେ ସୁମନ ଜୀ ଖୋଜିଥିଲେ , ଓ ଯେତେବେଳେ ସେ ଛାତ ଉପରକୁ ଗଲେ ତାଙ୍କୁ ପ୍ରିୟାର ଶବ ପଡିଥିବାର ମିଳିଲା ।

ସୁଶୀଲ କୁମାର କହିଲେ କି ଶାଶୁ ସୁମନଙ୍କ ଚିତ୍କାର ଶୁଣି ସ୍କୁଲ୍ ର ଛୁଆ ଓ ଅନ୍ୟ କର୍ମଚାରୀ ପ୍ରିୟାଙ୍କୁ ନେଇ ମେଡିକାଲ୍ ପହଞ୍ଚିଲେ , କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଦେଲେ । ଓ ଅନ୍ୟପଟେ ଝିଅର ମୃତ୍ୟୁକୁ ଦେଖି ମାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା , ସୁମନ କେବେ ସ୍ୱପ୍ନରେ ଭାବି ନଥିବେ କି ତାଙ୍କ ଝିଅଙ୍କ ଏହି ପରି ମୃତ୍ୟୁ ହେବ , ଏହି ମୃତ୍ୟୁ ପରେ ପୂରା ଗାଁରେ ଏକ ଶୋକର ବାତାବରଣ ସୃଷ୍ଟି ହୋଇଯାଇଥିଲା , ଓ ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଦୟାକରି ଏହି ପୋଷ୍ଟକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରି ସମସ୍ତଙ୍କୁ ସଚେତନ କରାନ୍ତୁ

Leave a Reply

Your email address will not be published. Required fields are marked *