ଭାରତର ଏକ ଏପରି କ୍ରିକେଟିୟର୍ ଯିଏ ନିଜ ଭଉଣୀ ସହ କରିଥିଲେ ବିବାହ – ନାଁ ଜାଣିଲେ ଚକିତ ହୋଇଯିବେ ନିଶ୍ଚୟ

ଆଜିକାଲି ଫିଲ୍ମ ଜଗତରେ ତାରକା ମାନେ କେଉଁ କ୍ରିକେଟିୟର୍ ଙ୍କ ସହ ଚର୍ଚ୍ଚାରେ ଆସନ୍ତି , ଲୋକ ତାଙ୍କ ବିଷୟରେ ଜାଣିବାକୁ ବହୁତ ଚାହନ୍ତି , ଓ ସେମାନଙ୍କୁ ତାରକାଙ୍କ ପରି ଫଲୋ କରନ୍ତି । ଆପଣ ସମସ୍ତେ ଜାଣନ୍ତି କି ସେଲିବ୍ରେଟିଜ୍ ଙ୍କ ନିଜସ୍ୱ ଲାଇଫ୍ ବିଷୟରେ ଜାଣିବାକୁ ଚାହନ୍ତି କି ଏବେ କ୍ରିକେଟିୟରସ୍ ଙ୍କ ନିଜସ୍ୱ ଲାଇଫ୍ ବିଷୟରେ ବି ଜାଣିବାକୁ ଚାହନ୍ତି , ଆପଣଙ୍କୁ କହିଦେଉଛୁ କି ଆଜି ଆମେ ଏପରି ଖବର ନେଇକରି ଆସିଛୁ ଯାହା ଏକ କ୍ରିକେଟିୟର୍ ଙ୍କ ସହ ଯୋଡି ହୋଇଛି ।

ଆଜି ଆମେ ଯାହାଙ୍କ ବିଷୟରେ କହିବାକୁ ଯାଉଛୁ ସେ ବିରେନ୍ଦ୍ର ସ୍ୱେହାଗ ଅଟନ୍ତି । ସେ ଭାରତର ପ୍ରଥମ ଏକ ଦିବସୀୟ ମ୍ୟାଚ୍ ୧୯୯୯ ରେ ଖେଳିଥିଲେ ଓ ପ୍ରଥମ ଟେଷ୍ଟ ୨୦୦୧ ରେ  ଅପ୍ରେଲ୍ ୨୦୦୯ ରେ ସେହେୱାଗ୍ ଏକ ମାତ୍ର ଭାରତୀୟ ଥିଲେ ଯିଏ କି ବିଜଡନର୍ ଲିଡିଙ୍ଗ୍ କ୍ରିକେଟିୟର୍ ଅଫ୍ ଦ ଇୟର ଉପାଧି ନିଜ ନାଁ ରେ କଲ୍ । ଓ ତା ପର ବର୍ଷ ବି ଜିତିଥିଲେ ।

ଯଦି ଆମେ ପରସାନାଲ୍ ଲାଇଫ୍ ବିଷୟରେ କହିବା ତେବେ ତାଙ୍କ ଜୀବନରେ ଏକ ସତ୍ୟତା ଅଛି ଯାହା ଆପଣ ଜାଣି ନାହାନ୍ତି । କହିଦେଉଛୁ କି ବିରୁ ଙ୍କ ବ୍ୟାଟିଙ୍ଗ୍ ଦେଖିକରି ତାଙ୍କର ସମସ୍ତେ ଫ୍ୟାନ୍ ହୋଇଯାଇଥାନ୍ତି , କିନ୍ତୁ ବିରୁ ଅସଲ ଜୀବନରେ ପ୍ରେମର ପିଚ୍ ରେ ବୋଲ୍ଡ୍ ହୋଇଯାଇଛନ୍ତି , ତାଙ୍କ ୱିକେଟ୍ ଆଉ କିଏ ନୁହେଁ ତାଙ୍କ ସଂମ୍ପର୍କୀୟ ନେଇଥିଲେ ।

କହିଦେଉଛୁ କି ବିରେନ୍ଦ୍ର ସେହ୍ୱାଗ ତାଙ୍କର ସ୍ତ୍ରୀ ଆରତୀ ତାଙ୍କ ବାହାଘରର ୧୭ ବର୍ଷ ପୂର୍ବରୁ ଜାଣିଛନ୍ତି , ବିରୁ ଆରତୀଙ୍କ ଭଲ ସାଙ୍ଗ ଥିଲେ , କିନ୍ତୁ ଦୁହେଁ କେବେ ପ୍ରପୋଜ କରିନଥିଲେ ,ସେହ୍ୱାଅ ଆରତୀ ସେତେବେଳଠୁ ଜାଣିଥିଲେ ଯେତେବେଳେ ସେ ସାତ ବର୍ଷର ଥିଲେ , ସେହୱାଗଙ୍କ ସ୍ତ୍ରୀ ଆରତୀ ଅହଲାବତ ତାଙ୍କ ଦୂର ସଂମ୍ପର୍କୀୟ ଭଉଣି ଲାଗିବେ ,

ଏକ ଇଣ୍ଟର୍ଭ୍ୟୁ ସମୟରେ ସେହ୍ୱାଗ କହିଥିଲେ କି ଆମ ଫ୍ୟାମିଲିରେ ନିକଟତର ସଂମ୍ପର୍କୀୟ ସହ ବାହା ଘର ହୁଏ ନାହିଁ ଆମ ବାହାଘର ଅଭିଭାବକ ଠିକ୍ କରନ୍ତି ନାହିଁ ଟିକେ ସମୟ୍ ଲାଗିଲା , କିନ୍ତୁ ବାହାଘର ପ୍ରସ୍ତୁତ ହୋଇଗଲା , ଏହି ବାହାଘରକୁ ରାଜି ହେବାକୁ ବହୁତ ସମୟ ଲାଗିଥିଲା ।

ଆରତୀ ଲାଇମ୍ ଲାଇଟ୍ ରୁ ଦୁରରେ ରହିବା ପସନ୍ଦ ଲାଗେ । ସେ ସେହ୍ୱାଗ ଙ୍କ ଇଣ୍ଟରନ୍ୟାଶନାଲ୍ ସ୍କୁଲ୍ ଓ ଚ୍ୟାରିଟି କାମକୁ ସମ୍ଭାଳିଥାନ୍ତି । ଓ ଦୁଇ ପୁଅଙ୍କୁ ସମ୍ବାଳି ଥାନ୍ତି , ସେହ୍ୱାଗଙ୍କୁ ଆରତୀଙ୍କର ସିମ୍ପିଲିସିଟି ପସନ୍ଦ ଲାଗେ । ଏଥିପାଇଁ ସେ ରଙ୍ଗୀନ ଦୁନିଆଁରୁ ଦୁରେଇ ରହିବାକୁ ପସନ୍ଦ କରନ୍ତି , ଆରତୀ ଦେଖିବାକୁ ବହୁତ ସୁନ୍ଦର ଲାଗନ୍ତି ।

ସବୁଦିନ ଏମିତି କିଛି ରୋଚକ ଓ ଜାଣୀବା କଥା ନେଇ ଆସୁ ଆମେ ଆପଣଙ୍କ ପାଖକୁ, ଜଦି ଆପଣ ଏବେ ଜାଏ ବି ଆମ ପେଜ ଲାଇକ କରି ନାହାନ୍ତି, ତେବେ ଉପର ଲାଇକ ବଟନରେ କ୍ଲିକ କରି ଲାଇକ କରନ୍ତୁ. ଏହି ପୋଷ୍ଟକୁ ଗୋଟିଏ ସେୟାର ନିଶ୍ଚୟ କରିବେ.

Leave a Reply

Your email address will not be published. Required fields are marked *