ଏବେ ବିଶ୍ବର ସବୁଠୁ ଅଧିକ ବ୍ୟବହାର ହେଉଥିବା ଟେଲିକମ ସିମ୍ ହେଉଛି, ନିଜର ଆକର୍ଷଣୀୟ ଅଫର ମାଧ୍ୟମରେ ଜିଓ ପିଲାଠୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ବାନ୍ଧିକି ରଖି ପାରିଛି, ଆଗରୁ ଯେଉଁ ଡାଟାର ମୁଲ୍ୟ ବହୁତ ଅଧିକ ଥିଲା ଆଜି କେବଳ ଜିଓ ପାଇଁ ବହୁତ ସସ୍ତାରେ ମିଳି ପାରୁଛି, ଫୁଣି ଥରେ ଜିଓ ଟେଲିକମ ସେକ୍ଟରରେ ଧୁଁଆ କରିବାକୁ ଜାଉଛି, ଜାଣନ୍ଚୁ କେମିତି
ଯେଉଁ ଦିନରୁ ଜିଓ ଟେଲିକମ୍ ସେକ୍ଟରରେ ପ୍ରବେଶ କଲାଣି ତାର ଅଫର୍ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଆସିଛି , ଆଜି ଠୁ କିଛି ଦିନ ହେବ ରାଜସ୍ଥାନର ସରକାର ସହ ମିଶି ଜିଓ ଏକ ସ୍କିମ୍ ଆଣିଛି , ଯାହା ଦ୍ୱାରା ମାତ୍ର ୯୫ ଟଙ୍କାରେ ମୋବାଇଲ୍ ଫୋନ୍ ମିଳିବ , ଓ ଏହି ମୋବାଇଲ୍ ଫୋନ୍ ରେ ୬ ମାସ ପର୍ଯ୍ୟନ୍ତ ଫ୍ରୀ ଡାଟା ଓ ଅନ୍ ଲିମିଟେଡ୍ କଲିଙ୍ଗ୍ ର ଅଫର ଅଛି , ଏହି ଯୋଜନାରେ ଲାଭ ଉଠାଇବା ପାଈଁ ଆପଣଙ୍କ ପାଖରେ ଭାମାଶାହ କାର୍ଡ ଓ ରାଜସ୍ଥାନର ନିବାସୀ ହେବା ଜରୁରୀ ।
ଯଦି ଆପଣ ଏହି ଫୋନ୍ ନେବାକୁ ଇଚ୍ଛୁକ ଅଛନ୍ତି ତେବେ ରିଟେଲର୍ କିମ୍ବା ଜିଓ ଷ୍ଟୋର୍ ଯାଇକରି ମାତ୍ର ୧୦୯୫ ଟଙ୍କା ଦେବେ । ଫୋନ୍ କିଣିସାରିଲା ପରେ ରିଟେଲର୍ ଙ୍କୁ ନିଜର ଭାମାଶାହ ନମ୍ବର କହିବେ , ସେ ଆପଣଙ୍କୁ ଏକାଉଣ୍ଟରେ ୫୦୦ ଟଙ୍କା ଦେବେ । ବାକି ୫୦୦ ଟଙ୍କା ଆପଣଙ୍କ ଭାମାଶାହ ଆପ୍ ଡାଉନ୍ ଲୋଡ୍ କରିବାକୁ ହେବ , ଯେବେ ଏହି ଆପ୍ ଡାଉନ୍ ଲୋଡ୍ କରିବେ ଭାମାଶାହ ସର୍ବିସ୍ ଆକ୍ଟିଭ୍ କରିବେ ତେବେ ଆପଣଙ୍କ ସେହି ଏକାଉଣ୍ଟରେ ୫୦୦ ଟଙ୍କା ଆସିଯିବ ।
ଜିଓ ର ଯୋଜନା କେବଳ ଫାଷ୍ଟ ଜେନେରେସନ୍ T9 କି ବୋର୍ଡ ବାଲା ଫୋନ୍ ରେ ହିଁ ଲାଗୁ ହେବ , ଅନ୍ୟ ଫୋନ୍ ରେ କାମ କରିବ ନାହିଁ , ଏହିଥିରେ ଯେଉଁ ରାଶି ଆସିବ ତାହାର ଉପଯୋଗ ଆପଣ ଯେପରି ଚାହିଁବେ ତାକୁ ବ୍ୟବହାର କରିପାରିବେ , ଏଥିରେ କୌଣସି ନିୟମ ଲାଗୁନାହିଁ ।
ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ଏହି ୯୫ ଟଙ୍କାର ଫୋନ୍ ରେ ଆପଣଙ୍କୁ ଅନ୍ ଲିମିଟେଡ୍ କଲିଙ୍ଗ୍ ଓ ଡାଟା ମିଳିବ , ଏହି ପର୍ଯ୍ୟନ୍ତ କିଛି ଡାଟା ଲିମିଟ୍ ସ୍ଥିର କରାଯାଇନାହିଁ, କିନ୍ତୁ ମାନା ଯାଉଛି କି ଆପଣଙ୍କୁ ୬ ମାସ ଯାଏଁ ୧୨୬ ଜିବି ଡାଟା ମିଳିପାରିବ , ସମ୍ଭବ ଲାଗୁଛି କି ୭୫୦ ଏମ୍ ବି ଡାଟା ଦିନକ ପାଇଁ ମିଳିବ , ଯାହା ଆପଣଙ୍କ ବ୍ୟବହାର ପାଇଁ ଉପଯୋଗ କରିପାରିବେ ,
କଣ ଅଟେ ଭାମାଶାହ ଯୋଜନା :
ରାଜସ୍ଥାନର ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସତର୍କ କରିବା ପାଇଁ ଏକ ବିତିୟ ଯୋଜନା ଚଲାଇ ଥିଲେ । ଭାମାଶାହ ଯୋଜନାରେ ଏବେ ରାଜସ୍ଥାନର ସବୁଠାରୁ ବଡ ମହିଳା ବିତ୍ତିୟ ସଶକ୍ତିକରଣ ଯୋଜନା ଅଟେ , ପ୍ରାୟ ଦେଢ କୋଟି ମହିଳାମାଏ ଏହି ବିତ୍ତିୟ ଆଜାଦୀରେ ରୁପରେ ଭାମାଶାହ ଯୋଜନା ଲଞ୍ଚ କରିଥିଲେ ।