ଭାରତୀୟ ଟିମ୍ ର ଡ୍ରେସ୍ ରଙ୍ଗ ସବୁବେଳେ ନିଳ କଣ ପାଇଁ ହୋଇଥାଏ , କାରଣ ଜାଣିକରି ଆପଣଙ୍କ ହୋସ୍ ଉଡିଯିବ – ଏବେ ହିଁ ଜାଣି ନିୟନ୍ତୁ

ଆମେ ଜାଣୁ ଯେ ଏ ପୋଷ୍ଟକୁ ପଢୁଥିବା ସବୁ ଲୋକ କ୍ରିକେଟକୁ ବହୁତ ପସନ୍ଦ କରନ୍ତି, ଆପଣ ସମସ୍ତେ ତ ବହୁତ ବର୍ଷ ହେବ କ୍ରିକେଟ ଦେଖୁଥିବେ, କ୍ରିକେଟରେ ଭାରତୀୟ ଖେଳାଳୀ ମାନଙ୍କ ଖେଳ ମଧ୍ୟ ଦେଖୁଥିବେ, ହେଲେ ଆପଣ କେବେ ଭାବିଛନ୍ତି ବହୁତ ବର୍ଷ ହେବ ଭାରତୀୟ ଦଳର ପୋଷାକ ନୀଳ ରଙ୍ଗ କଣ ପାଇଁ ଆଛି, ତାର କାରଣ ଆଜି ଆମେ ଏ ପୋଷ୍ଟରେ ଦେବାକୁ ଯାଉଛୁ.

କ୍ରିକେଟ୍ ଏପରି ଏକ ଖେଳ ଅଟେ । ଯେଉଁଠି ଲୋକ ଏହାକୁ ବେଶୀ ପସନ୍ଦ କରିଥାନ୍ତି । ଦେଶରେ ନୁହେଁ ବରଂ ପୁରା ଦୁନିଆଁରେ ସବୁଠାରୁ ଲୋକପ୍ରିୟ ଖେଳ ଅଟେ , ଯଦି ଭାରତର କଥା କହିବା ତେବେ କ୍ରିକେଟ୍ ଖେଳ ପାଇଁ ଲୋକଙ୍କ ଲୋକପ୍ରିୟତା ଅଛି । ଏତିକି ନୁହେଁ ସେମାନେ ଏହି ଖେଳ ସହ ଯୋଡି ହୋଇଥିବା ପ୍ରତ୍ୟେକ କଥା ଜାଣିବାକୁ ଇଚ୍ଛୁକ ରୁହନ୍ତି | ଆଜି ଆମେ ଆସିଛୁ ଭାରତୀୟ କ୍ରିକେଟ୍ ଟିମ୍ ର ଜର୍ସୀ ବିଷୟରେ କିଛି କଥା ହେବା ପାଇଁ , ଯାହାକି ଆପଣ କେବେ ଆଗରୁ ଶୁଣୀ ନଥିବେ ।

ପ୍ରକୃତରେ ଆମେ କଥା ହେଉଛେ ଭାରତୀୟ ଖେଳାଳିଙ୍କ ଜର୍ସୀ ବିଷୟରେ ଯାହାକି କଣ ପାଇଁ ନୀଳ ରଙ୍ଗର ହୋଇଥାଏ । ଆପଣଙ୍କୁ କହିଦେଉଛୁ କି ୧୯୯୯ ବିଶ୍ୱକପ୍ ସମୟରେ ଭାରତୀୟ ଟିମ୍ ନୀଳ ଜର୍ସୀ ସହ ଅଲଗା ରଙ୍ଗ ଯୋଡା ଯାଇଥିଲା ଯାହାକି ହଳଦିଆ ରଙ୍ଗ ଥିଲା , ୨୦୦୭-୨୦୦୮ ର ସମୟରେ ଏହି ରଙ୍ଗକୁ ବ୍ୟବହାର କରିବା ବନ୍ଦ କରିଦିଆଗଲା , ନୀଳରଙ୍ଗ ଭାରତୀୟ ଟିମ୍ ଙ୍କୁ ଏଥିପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ କାରଣ ଭାରତୀୟ ତିରଙ୍ଗାର ମଧ୍ୟରେ ଏହାର ବ୍ୟବହାର ହୋଇଥାଏ , ଆମର ରାଷ୍ଟ୍ରିୟ ତିରଙ୍ଗା ରେ ୩ ଟି ରଙ୍ଗ କମଳା, ଧଳା , ଓ ସବୁଜ ହୋଇଥାଏ ।

ରାଷ୍ଟ୍ରିୟ ତିରଙ୍ଗାରେ ଏକ ରଙ୍ଗ କମଳା ଯାହାକି ରାଜନୈତିକ ପାର୍ଟିରେ ବ୍ୟବହାର କରାଯାଇଛି , ଓ ଧଳା ରଙ୍ଗ ପଡିଆରେ ଧଳାରଙ୍ଗର ଏକ ଲାଇନ୍ ହୋଇଥାଏ । ଯଦି ସବୁଜ ରଙ୍ଗ କଥା କହିବା ତେବେ ଏହା ତ ପାକିସ୍ଥାନର ରଙ୍ଗ ଅଟେ । କିନ୍ତୁ କେବଳ ରହିଥିବା ଅଶୋକ ସ୍ତମ୍ଭର ରଙ୍ଗ ନୀଳ ଅଟେ । ଏହି କାରଣରୁ ଭାରତୀୟ ଟିମ୍ ଙ୍କ ଜର୍ସୀ ନୀଳ ରଙ୍ଗର ହୋଇଥାଏ। ସେମିତି ତ ବହୁତ ଟିମ୍ ର ଜର୍ସୀ କଲର୍ ବଦଳିଯାଇଛି କିନ୍ତୁ ଟିମ୍ ଇଣ୍ତିଆର ଜର୍ସୀର ରଙ୍ଗ ବଦଳି ନାହିଁ .

ଏହା ଭିତରେ ବହୁତ ଥର ଭାରତୀୟ ପୋଷକାର ଡିଜାଇନ ବଦଳିଲାଣି, ବହୁତ ଷ୍ଟାଇଲର ପୋଷକ ନୀର୍ମାଣ ହେଉଛି, ହେଲେ ପୋଷାକର କଲର ସେହି ନୀଳ ହିଁ ରହୁଛି, କେତେକ ଲୋକ ଏହାର ଅନେକ କାରଣ କହିଥାନ୍ତି, ହେଲେ ପ୍ରକୃତ କାରଣ ସମ୍ପର୍କରେ ଆପଣ ଉପରେ ଅବଗତ ହେଲେ, ଆସକରୁ ଏହି ତଥ୍ୟ ଆପଣଙ୍କୁ କିଛିଟା ଜାଣୀବା କଥା ପ୍ରଦାନ କରିଥିବ.

ତଳେ ସେୟାର ଏବଂ ଲାଇକ କରି ଆମକୁ ଉସ୍ତ୍ରାହିତ କରିବେ. ଇତି ଆପଣଙ୍କର ଓଡିଆ ପୋଷ୍ଟ ବନ୍ଧୁ.

 

Leave a Reply

Your email address will not be published. Required fields are marked *