ବାଇକଠୁ କମ ଦାମରେ ମିଳୁଛି ଟାଟାର ଏହି ଅତ୍ୟାଧୁନିକ କର : ଜାଣନ୍ତୁ ସବୁ ତଥ୍ୟ

34

ଆଜିର ବିଷୟ ମାତ୍ର ଏକ ଲକ୍ଷ ଟଙ୍କାରେ ମିଳିବ କାର୍ ଭାରତର ସବୁଠାରୁ ଶସ୍ତା କାର୍ , ଭାରତରେ ସବୁ ମଣିଷର ଗୋଟେ ଇଚ୍ଛା ଥାଏ କି ସେ ଏକ କାର୍ କିଣିପାରୁ ଓ ତାକୁ ଚଳାଇକରି ସେ ନିଜ ଇଚ୍ଛା ପୂରଣ କରିପାରୁ , କିନ୍ତୁ ସେ ନିଜର ଇଚ୍ଛାକୁ ପୂରଣ କରିପାରନ୍ତି ନାହିଁ , କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କାର୍ ବିଷୟରେ କହିବାକୁ ଯାଉଛୁ ଯାହାର ମୂଲ୍ୟ କେବଳ ୧ ଲକ୍ଷ ଟଙ୍କା ଅଟେ । ଚାଲନ୍ତୁ ଏହି ପୋଷ୍ଟରେ ପଢିବା ସେହି କାର୍ ବିଷୟରେ ।

ଆପଣଙ୍କୁ କହିଦେଉଛୁ କି ଟାଟା ଏହି କାର୍ କୁ ୮୨ ତମ ଜେନେବା ମୋଟର୍ ଶୋ ରେ ପ୍ରଦର୍ଶିତ କରିଥିଲା । ଆପଣଙ୍କ ଜାନକାରୀ ପାଇଁ କହିଦେଉଛୁ କି ଏହି କାର୍ ୨୦୧୯ ରେ ଲଞ୍ଚ ହୋଇଯିବ । ଓ ଏହି କାର୍ ଟାଟା କମ୍ପାନୀର ମେଗା ପିକ୍ସେଲ୍ ନାଁ ଦିଆଯାଇଛି ।

ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଟାଟା କମ୍ପାନୀ ଏକ ଆକର୍ଷଣୀୟ ଗିଫ୍ଟ ସେହି ବ୍ୟକ୍ତିଙ୍କୁ ଦେଇଛନ୍ତି , ଯିଏ ମାଇଲେଜ୍ ନାଁରେ ଗାଡି କିଣି ପାରନ୍ତି ନାହିଁ । ଆପଣଙ୍କ ଜାନକାରୀ ପାଇଁ କହିଦେଉଛୁ କି ଏହି କାର୍ ୧ ଲିଟର ତେଲରେ ୨୦ କିଲୋମିଟର ମାଇଲେଜ୍ ଦେବ ଯାହାକି ଏକ ଭଲ କଥା ଅଟେ ।

ଆପଣଙ୍କୁ ଏହି କାର କେମିତି ଲାଗୁଛି ଆମଙ୍କୁ ନିଶ୍ଚୟ ଜଣାନ୍ତୁ, ଗୋଟିଏ ସେୟାର କରି ଆମକୁ ସହଯୋଗ କରନ୍ତୁ. ଗୋଟିଏ ଲାଇକ କରନ୍ତୁ..

Leave a Reply

Your email address will not be published. Required fields are marked *