୧୬ସେପ୍ଟେମ୍ବର ୨୦୧୮ ରବିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ

rasi-NEW

ମେଷ:-କୌଣସି ବି ପଦକ୍ଷେପ ନେବା ପୂର୍ବରୁ ଭାବିଚିନ୍ତି ନିଅନ୍ତୁ। ଅପଣଙ୍କ ପାଖରେ ବହୁତ ସହକର୍ମୀ ଅପଣଙ୍କୁ ସାହାଯ୍ୟ କରିବେ ଏବଂ ଲକ୍ଷ୍ୟ ଉପରେ ମନ କୁ କେନ୍ଦ୍ରୀଭୂତ କରାନ୍ତୁ ନିଶ୍ଚିତ ଭାବେ ସଫଳ ହେବେ। ଗୋଟେ ପରେ ଗୋଟେ କାର୍ଯ୍ୟ କରନ୍ତୁ। ଏକକାଳୀନ ବହୁତ କର୍ମ କରନ୍ତୁନି।ପରିବାରଙ୍କ ସହ ବୁଲିବାକୁ ମଧ୍ୟ ଭଲ ଯୋଗ ଅଛି।
ଶୁଭ ଅଙ୍କ-୮,ବାହାରକୁ ଯିବା ସମୟରେ କଲା ରଙ୍ଗର ବସ୍ତ୍ର ପରିଧାନ କରାନ୍ତୁ। ଗାଇକୁ କିଛି ଘାସ ଖାଇବାକୁ ଦିଅନ୍ତୁ ମଙ୍ଗଳ ହେବ

ବୃଷ:-ଆଜିର ଦୀନଟି ଆପଣଙ୍କ ପାଇଁ ଏତେବି ଖାସ ନୁହେଁ, ମାନସିକ ଅଶାନ୍ତି ରହିବ ।ଦିନଟି ଅପଣକ ପାଏ ବହୁତ ଅଳସ୍ୟ ରହିବ। ତେଣୁ ଯେତେବେଳେ ଆପଣଙ୍କୁ ବିରକ୍ତ ଲାଗିବ ବନ୍ଧୁଙ୍କ ସଅ ସମୟ ଅତିବାହିତ କରିପାରିବେ।ଯତେ ବଳେ ବ ଟେନସନ ଆସିବ ଗୀତ ଶୁଣିପାରିବେ। ଆୟ କମ ବ୍ୟୟ ଅଧିକ ରହିବ ଆପଣ ମନକୁ ହାଲକା କରିପାରିବେ ଅପଙ୍କ ବନ୍ଧୁ ଙ୍କ ସ ସମୟ ଅତିବାହିତ କରିପାରିବେ।ପ୍ରତିକାର- ଦହି ଜୀବସମୟରେ ଅଳ୍ପ ଟିକେ ଖାନ୍ତୁ। ଶୁଭ ଅଙ୍କ 6 ଅଟେ

ମିଥୁନ:-ଶରିରକୁ ନେଇ ଚିନ୍ତିତ ହେବେ। ସକାଳୁ ଉଠି ଯୋଗ ପ୍ରାଣୟମ କରନ୍ତୁ। ଶତ୍ରୁ ଙ୍କ ଠୁ ଦୁରେଏ ରହିବେ। ଇମୋସନ ଅପଣକୁ ବହୁତ ଚିନ୍ତା ମଗ୍ନ କରିବ। ଧର୍ଯ୍ୟ ରଖନ୍ତୁ ସବୁ ସବୁ ଠିକ ହୋଇଯିବ। ଛାତ୍ର ମନେ ପାଠ ରେ ସଫଳତା ପାଏବେ।ପ୍ରତିକାର– ଗୋଲାପି ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ଦିନଟି ଶୁଭ ରହିବ। ଗାଧୋଇ ସାରି ସୂଯ୍ୟ ପୁଜା କରନ୍ତୁ.

କର୍କଟ-ପିଲାଙ୍କୁ ନେଇ ଚିନ୍ତିତ ରହିବେ।ନିଜସ୍ଵ କାମରେ ମନୋନିବେଶ କରନ୍ତୁ। ଯେ ପର୍ଯ୍ୟନ୍ତ ସଫଳତା ପାଇ ନାହାନ୍ତି ସେ ପର୍ଯ୍ୟନ୍ତ ଚେଷ୍ଠା କରିଚାଲନ୍ତୁ।ଛାତ୍ର ଆଉ ପ୍ରେମିକ ଙ୍କ ଜୀବନ ସୁଫଳ ରହିବ।ସ୍ବାସ୍ଥ୍ୟ ଠିକ ରହିବ। ପ୍ରତିକାର- ଜଗନ୍ନାଥ ଙ୍କ ସହସ୍ର ନାମ ପାଠ କରନ୍ତୁ। ଏବଂ ସକାଳୁ ତୁଳସୀ ପତ୍ର ସେବନ କରନ୍ତୁ

ସିଂହ– ବ୍ୟବସାୟରେ ସାମାନ୍ୟ ପରିବର୍ତନ ଆସିବ। ଗୁରୁଜନଙ୍କ ଆଶିଷ ପାଇବା ହେତୁ ମନ ଖୁସି ରହିବ। ଦୂର ସ୍ଥାନକୁ ଭ୍ରମନର ଯୋଗ ରହିଛି। ଯାନବାହନ ଚାଳକରେ ସତର୍କତା ଅବଲମ୍ବନ କରନ୍ତୁ। ପ୍ରତିକାର- ତାରିଣୀକୁ 5 ଟି ମନ୍ଦାର ପୁଷ୍ପ ଅର୍ପଣ କରନ୍ତୁ।

କନ୍ୟା– ଚାକିରିରେ ନିଜର ସୁରକ୍ଷା ପାଇ ମାର୍ଗ ତିଆରି କରିବେ। ଦୁରାସ୍ତାନକୁ ଯିବାକୁ ଯୋଜନା କରିବେ।ପରିବାର ସହିତ ମନୋମଳିନ୍ୟ ହବାର ଯୋଗ ରହିଛି।ସ୍ବାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ।ପ୍ରତିକାର-ଜଗନ୍ନାଥ ଙ୍କୁ ତୁଳସୀ ଅର୍ପଣ କରନ୍ତୁ।

ତୁଳା-ଅପଣଙ୍କ ମନୋଭାବ କୌତିକ ରହିବ।ଜୀବନ ସାଥୀର ସହଯୋଗ ରହିବ। ବ୍ୟବସାୟରେ ଉନତି ଘଟିବ। ବନ୍ଧୁ ଙ୍କ ସ ମଧୁର ସଂପର୍କ ରହିବ। ପ୍ରତିକାର-ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ।

ବିଛା– ବିରକ୍ତି ଭାବ ପ୍ରକାଶ ପାଇବ।ସକଳ ତିଥିରେ ମୁକବିଲା କରିବାର ଯୋଗ ରହିଛି। ସୁଖ ସୌଭାଗ୍ୟ ବୃଦ୍ଧି ହବାର ଯୋଗ ରହିଛି।ଚାକିରିରେ ଉନ୍ନତି ଯୋଗ ରହିଛି। ପ୍ରତିକାର-ମା ଲଷ୍ମୀ ଙ୍କୁ ପଦ୍ମଫୁଲ ଆର୍ପଣ କରନ୍ତୁ।

ଧନୁ- ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହବ।ନୂଆ ଘର ନିର୍ମାଣ କିମ୍ବା ମରମାତି ପାଇ ଯୋଜନା କରିବେ।ଶିଳ୍ପ ଓ ବାଣିଜ୍ୟରେ ସନ୍ତୋଷ ଜନକ ଫଳ ମିଳିବ।ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ। ପ୍ରତିକର- ଅର୍ଥ ଦାନ କରନ୍ତୁ।

ମକର– ଧାର୍ମିକ କାର୍ଯ୍ୟ ରେ ଅର୍ଥ ବ୍ୟୟ କରିବେ।କୌଣସି କାର୍ଯ୍ୟ ଲାଗି କରିଥିବା ପ୍ରୟାସ ରେ ସଫଳତା ପାଏବେ।ରାଜନୀତି ରେ ମାନ ସମ୍ମନ ପାଇବେ। ପ୍ରତିକାର-ମା ଦୁର୍ଗା ଙ୍କୁ ଉପାସନା କରନ୍ତୁ।

କୁମ୍ଭ-ବ୍ୟବସାୟ ପ୍ରତି ଧ୍ୟାନ ଦିଅନ୍ତୁ।ଚାକିରିରେ ଆୟ ବୃଦ୍ଧି ହବାର ଯୋଗ ରହିଛି।କୌଣସି କାର୍ଯ୍ୟ ରେ ବ୍ୟସ୍ତ ରହିବେ।ଛାତ୍ର ମାନେ ପରୀକ୍ଷା ରେ କୃତକାର୍ଯ୍ୟ ହେବେ। ପ୍ରତିକାର- କୁକୁରଙ୍କୁ ଖାଇବାକୁ ଦିଅନ୍ତୁ।

ମୀନ-କୌଣସି ଲକ୍ଷ୍ୟ କୁ ନେଇ ୟାତ୍ରା ପୁରକରିବାରେ ସଫଳ ହେବେ।ଚାକିରିରେ ସହଯୋଗୀଙ୍କ ସହଯୋଗ ପାଏବେ।ଶିଳ୍ପ ବାଣିଜ୍ୟ ରେ ସୁଭାଫଳ ପାଏବେ।ମହିଳାଙ୍କ ମନ ଚଞ୍ଚଳ ରହିବ। ପ୍ରତିକାର-ହନୁମାନ ଚାଳିଶ ପାଠ କରନ୍ତୁ।

ତଳେ ଥିବା  ଲାଇକ ବଟନରେ ଲାଇକ କରି ଆମକୁ ଉସ୍ତ୍ରାହିତ କରାନ୍ତୁ, ଏବଂ ସେୟାର କରି ସମସ୍ତଙ୍କା ପାଖେ ରାଶି ଫଳ ପହଞ୍ଚାନ୍ତୁ.. ଜୟ ଜଗନ୍ନାଥ

Leave a Reply

Your email address will not be published. Required fields are marked *