ପେଣ୍ଟ ନ ପିନ୍ଧି ରାସ୍ତା ରେ ବୁଲୁଥିେଲ ଶ୍ରୀ ଦେବୀଙ୍କ ଝିଅ ଜନ୍ହବି କପୁର , ଦେଖି ଲୋକଙ୍କ ଉଡିଗଲା ହୋସ ।

ଆପଣ ତ ଶ୍ରୀ ଦେବି ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ଯିଏ କି ବଲିଉଡ ର ରାଣୀ ଭାବରେ ଏତେ ଦିନ ପର୍ଯ୍ଯନ୍ତ ରାଜ କରିଆସୁଥିଲେ । କିନ୍ତୁ ଏହି କିଛି ଦିନ ତଳେ ତାଙ୍କର ହୃଦ ଘାତ ରେ ମୃତ୍ୟୁ ହୋଇଥିଲା । ଓ ଏହା ଥିଲା ବଲିଉଡ କୁ ଏକ ବଡ ଝଟକା । ବଲିଉଡରେ ଶ୍ରୀଦେବିଙ୍କୁ ବଲିଉଡ କୁଇନ କୁହାଯାଉଥିଲା , ସେ ବଲିଉଡକୁ ଅନେକ ହିଟ୍ ପିଲ୍ମ ଦେଇଛନ୍ତି । ତେବେ ଶ୍ରୀ ଦେବି 90 ଦଶକ ରେ ତାଙ୍କର ଜଲ୍ବା ଲୋକ ମାନଙ୍କ ପାଖରେ ଛାଡିଯାଇଛନ୍ତି । ଯାହାକି ତାଙ୍କ ମରିବା ପରେ ବି ତାଙ୍କ ଫେନ୍ ମାନଙ୍କ ଭିତରେ ଦେଖା ଦେଉଛି । ତେବେ ଏହି ବରିଷ୍ଟ ଅଭିନେତ୍ରୀ ଙ୍କ ଝିଅ ଜନ୍ହବି କପୁର ମାଁଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ବଲିଉଡ ରେ ପାଦ ଦେଇଥିଲେ । ଏବଂ ତାଙ୍କର ଫିଲ୍ମ ଧଡକ୍ ରେ ଡେବ୍ୟୁ ଦେଇଥିଲେ ,କିନ୍ତୁ ଏଥିରେ ସେ ଲୋକ ମାନଙ୍କୁ କିଛି ମନୋରଞୀନ କରି ପାରି ନଥିବାରୁ ଫେନ୍ ଙ୍କୁ କିଛି ଖାସ ଲାଗି ନଥିଲା । ଓ ସେମାନେ ନିରାଶ ହୋଇଥିଲେ ।

ଏହି ଫିଲ୍ମ ରେ ଜନ୍ହବି କପୁର ଙ୍କ ସହିତ ସହିଦ କୋପୁର ଙ୍କ ଭାଇ ଇସାନ ବି ଦେଖାଦେଇଥିଲେ । ହେଲେ ସେ ଜିମ୍ ର ବାହାରେ କେବଳ ପାଟି କରୁଥିବାର ଦୃଶ୍ୟମାନ ହୋଇଥିଲେ । ଏହା ପରେ ଏହି ବରିଷ୍ଟ ଅଭିନେତ୍ରୀ ଙ୍କ ଝିଅ ନିଜର ହଟ ଲୁକ ପାଇଁ ବହୁତ ଚର୍ଚ୍ଚା ରେ ରହିଥିଲେ । କିନ୍ତୁ ଏବେ ପେଣ୍ଟ ନ ପିନ୍ଧି ରାସ୍ତା ରେ ବୁଲୁଥିବା ନେଇ ଚର୍ଚ୍ଚା ରେ ରହିଛନ୍ତି । କଣ ଏହି କଥା ସତ କଣ ଏହା ହୋଇ ପାରେ ଏହା ନିଶ୍ଚିତ ହୋଇ ପାରେ କିନ୍ତୁ ଏପରି କ୍ଷେତ୍ରରେ ଏହା ର କିଛି ବି ସତ୍ୟତା ନାହିଁ ।

jhanvi-kapoor

ବିଗତ ଦିନ ରେ ଜନ୍ହବି ଏକ ଇଭେଣ୍ଟ ରେ ଦେଖା ଦେଇଥିଲେ ଓ ସେ ସେଠାରେ ଗୋଟିଏ ପିଙ୍କ କଲର ର ଟି ସାର୍ଟ ପିନ୍ଧି ଥିବାର ଦେଖାଯାଇଥିଲେ । ଓ ତଳେ ବ୍ଲାକ କଲର ର ଏକ ଛୋଟ ସର୍ଟସ ପିନ୍ଧିଥିବାର ଜଣାଜାଇଥିଲା । କିନ୍ତୁ ଜାହାକି ଟି ସାର୍ଟ ତଳେ ସଂମ୍ପୂର୍ଣ୍ଣ ଲୁଚିଯାଇଥିଲା । ଏବେ ଜନ୍ହବି କପୁର ଙ୍କ ଏହି ଫୋଟ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଏହା ପରେ ବହୁତ ଲୋକ ବହୁତ ଭେରାଇଟି ପ୍ରକାର କମେଣ୍ଟ ଦେବାରେ ଲାଗିଛନ୍ତି । ଏପରି କି କିଛି ଲୋକ ତ କହିଛନ୍ତି କି ଜନ୍ହବି କପୁର ନିଜର ପେଣ୍ଟ ପିନ୍ଧିବା ଭୁଲିଜାଇଛନ୍ତି ବୋଲି ।

ଲୋକ ଏପରି ବହୁତ କମେଣ୍ଟ ଦେବା ସହିତ ତାଙ୍କୁ ଲଜ୍ଜିତ କରିବା ପରି କଥା କହିଛନ୍ତି । ଏହି ଯେପରକି ବଡ ଘୋରର ଝିଅ ପିନ୍ଧିବା କୁ କିଛି ନାହିଁ । ଓ ଏପରି ବହୁତ କିଛି । କିନ୍ତୁ ଜନ୍ହବି ଉପରେ ଏପରି ଏହି ଥର ନୁହେଁ । ଆଗରୁ ମଧ୍ଯ ବହୁତ ଥର ଏହି ଭଳି ଲୋକଙ୍କ କମେଣ୍ଟ ସୀକାର ହୋଇଛନ୍ତି । ତେବେ ଦେଖାଯାଉ ଲୋକ ମାନଙ୍କୁ ନେଇ ତାଙ୍କ ମନରେ କଣ ମୋଡ ଆସୁଛି ।

ଏ ସମ୍ପର୍କରେ ଆପଣଙ୍କର ମତାମତ କଣ, ତଳେ କମେଣ୍ଟରେ ଜଣାଇବେ. ଏହି ପୋଷ୍ଟକୁ ସେୟାର କରିବାକୁ ଭୁଲିବେନି.

Leave a Reply

Your email address will not be published. Required fields are marked *