ଆପଣ ଜାଣିଛନ୍ତି କି ATM କାର୍ଡ ଧାରକଙ୍କୁ ମିଳିଥାଏ ୧୦ ଲକ୍ଷ ଟଙ୍କାର ଜୀବନ ବୀମା – ଜାଣନ୍ତୁ ଓ ଏହାର ଲାଭ ଉଠାନ୍ତୁ

atm-card-offer

୨୧ତମ ଶତାବ୍ଦୀ ଆରମ୍ଭରୁ ଭାରତରେ ବହୁତ ବଡ ବଡ ବ୍ୟାଙ୍କିଙ୍ଗ୍ ରେ ସୁଧାର ଆସିଛି , ଏହିଥିରେ ମିଳୁଥିବା ସୁବିଧା ଘରେ ଘରେ ପହଞ୍ଚିବା ପାଇଁ ଓ ଏହାର ଉପଯୋଗ ବଢାଇବାପାଇଁ ଯୋଗଦାନ କରିଛନ୍ତି , ପ୍ରଥମ ଲୋକେ ବ୍ୟାଙ୍କିଙ୍ଗ୍ କରିବାକୁ ଡରୁଥିଲେ , ଓ ଏବେ ଲମ୍ବା ଲାଇନ୍ ଲଗାଉଛନ୍ତି , ଓ ପଇସା ଉଠାଇବାକୁ ଅପେକ୍ଷା କରୁଛନ୍ତି , ଏଟିଏମ୍ କେବଳ ସୁବିଧା ଦେଇନାହିଁ ବରଂ ଆମର ଆର୍ଥିକ ସୁରକ୍ଷା ବି ସୁନିଶ୍ଚିତ କରିଛି , ଏଟିଏମ୍ କାର୍ଡ ନେଇକରି ବୁଲିବା ବ୍ୟାଙ୍କର ଖାତା ଧରିକରି ବୁଲିବା ସହ ସମାନ ହୋଇଥାଏ , ଏଟିଏମ୍ ପ୍ରଣାଳୀରେ ଆମକୁ ବହୁତ ସୁବିଧା ଉପଲ୍ଲବ୍ଧ କରାଇଛନ୍ତି , ବହୁତ ସେବାର ଜାନକାରୀ ବି ଦେଇଛନ୍ତି

ଏବେ ପିଲାରୁ ଆରମ୍ଭ କରି ବୁଢାଯାଏ, ସମସ୍ତେ ATM CARD  ର ବ୍ୟବହାର କରୁଛନ୍ତି, ନିଜ ଜୀବନକୁ ସହଜ ସୁନ୍ଦର କରିବା ପାଇଁ ଆମେ ଅନେକ ସହଜ ଉପାୟ ଆପଣେଇଥାଉ, ଆପଣଙ୍କୁ କହିଦେବୁ କି ଆପଣ ବ୍ୟାଙ୍କ୍ ରେ ଏଟିଏମ୍ କାର୍ଡ ଉପରେ ୫୦ ହଜାର ରୁ ଆରମ୍ଭକରି ୧୦ ଲକ୍ଷ ପର୍ଯ୍ୟନ୍ତ ବୀମାର ସୁରକ୍ଷା ଦେଇଥାଏ, ଏହା ଶୁଣିଲେ ଖୁସି ଲାଗିବ କି ସେ ନିଜ ଗ୍ରାହକଙ୍କ ପାଇଁ ସବୁ ବ୍ୟାଙ୍କ୍ ରେ ଏହା ଉପଲ୍ଲବ୍ଧ କରାଇଛନ୍ତି , ବୀମା କିମ୍ବା ଇନ୍ସୁରାନ୍ସ ର ରାଶି ଆପଣଙ୍କ ବ୍ୟାଙ୍କ୍ ଓ ବ୍ୟାଙ୍କିଙ୍ଗ୍ ର ବ୍ୟବହାର କିମ୍ବା ଟ୍ରାଞ୍ଜାକସନ୍ ଉପରେ ନିର୍ଭର କରିଥାଏ, ଆପଣଙ୍କୁ କହିଦେବୁ ଏହି ବିଷୟରେ ବହୁତ କମ୍ ଲୋକଙ୍କୁ ଜଣା ଅଛି , ଅଧିକାଂଶ ବ୍ୟାଙ୍କ୍ ନିଜ ଗ୍ରାହକଙ୍କୁ ଏହି ବିଷୟରେ କହି ନଥାନ୍ତି , ଓ ବହୁତ ଥର୍ ଆପଣଙ୍କ ବ୍ୟାଙ୍କ୍ ରେ ଯଦି ସକ୍ରିୟ ନଥାଏ , ତେବେ ଆପଣ ବୀମା ସୁରକ୍ଷା ରାଶି କୁ ଆପଣଙ୍କ ବ୍ୟାଙ୍କ୍ ରେ ରଖିପାରିବେ ,

ATM CARD

ଜୀଣନ୍ତୁ କିପରି ପାଇବେ ଏହି ସ୍କିମ୍ :

ଯଦି ଏକ ପ୍ରକାରର ଦୁର୍ଘଟଣା ହୋଇଥାଏ , କିମ୍ବା କେବେ ଦୂର୍ଘଟଣାର ସ୍ଥିତି ଆସେ ସବୁଠାରୁ ପ୍ରଥମେ ପୋଲିସ୍ କୁ ଜାନକାରୀ ଦିଅନ୍ତି , ଓ ଦୂର୍ଘଟଣାଗ୍ରସ୍ତ ବ୍ୟକ୍ତି ସହ ଯୋଡି ହୋଇଥିବା ସବୁ ଡକୁମେଣ୍ତକୁ ପ୍ରସ୍ତୁତ ରଖନ୍ତୁ , ଯଦି ସେହି ବ୍ୟକ୍ତିର ସ୍ଥିତି ଗମ୍ଭୀର ଥାଏ , ସେ ମେଡିକାଲ୍ ରେ ଭର୍ତ୍ତୀ ହୁଏ ତେବେ ତାର ଚିକିତ୍ସା ସହ ଯୋଡିହୋଇଥିବା ସବୁ ଡକୁମେଣ୍ତକୁ ପ୍ରସ୍ତୁତ ରଖନ୍ତୁ , ଏହା ଛଡା ଯଦି ଦୁଃଭାଗ୍ୟ ବଶତଃ ବ୍ୟକ୍ତିର ମୃତ୍ୟୁ ହୋଇଯାଏ , ତେବେ ଏହି ସ୍ଥିତିରେ ଆପଣଙ୍କ ସବୁ ଡକୁମେଣ୍ତ ସହ ମୃତ୍ୟ ବ୍ୟକ୍ତିର ମୃତ ବ୍ୟକ୍ତିର ପୋଷ୍ଟମଟମ ରିପୋର୍ଟ , ପୋଲିସ୍ ରିପୋର୍ଟ , ମୃତ୍ୟୁ ପ୍ରମାଣପତ୍ର ଓ ଡ୍ରାଇଭିଙ୍ଗ୍ ଲାଇସେନ୍ସ ରହିବା ଜରୁରୀ ।

 

ବିମାର ରାଶି ପାଇବାକୁ ହେଲେ ସବୁ ଡକୁମେଣ୍ତକୁ ଆପଣ ନିଜ ବ୍ୟାଙ୍କ୍ ରେ ଦେବାକୁ ହେବ , ଓ ତାହା ସହ ଏଟିଏମ୍ କାର୍ଡ ଧାରକ କୁ ପଛର ୬୦ ଟି ଟ୍ରାଞ୍ଜାକସନ୍ ବିଷୟରେ ଜଣାଇବାକୁ ହେବ , ଏହି ପରି ଭାବେ ନିଜ ପରିବାର ସଦସ୍ୟଙ୍କର ଦୂର୍ଘଟନା ଗ୍ରସ୍ତ ହେବା ଦ୍ୱାରା କିମ୍ବା ମୃତ୍ୟୁ ହେବା ଦ୍ୱାରା ଏଟିଏମ୍ କାର୍ଡର ଇନ୍ସୁରାନ୍ସ ରାଶି କ୍ଲେମ୍ କରିପାରିବେ, ଏହା ଛଡା ଯଦି ଏଟିଏମ୍ କାର୍ଡରେ କେଉଁ ସୁବିଧା ମିଳେ ତାହା ଏହି ପ୍ରକାରର ଅଟେ ।

ଏଟିଏମ୍ କାର୍ଡରେ କେବଳ ପଇସା ଉଠାଇବା ପାଇଁ ନୁହେଁ ବରଂ

କଣ ଆପଣ ଜାଣିଛନ୍ତି ଏଟିଏମ୍ କାର୍ଡ କେବଳ ପଇସା ବାହାର କରିବା ପାଇଁ ନୁହେଁ ବରଂଅ ଏହା ଆପଣଙ୍କର ସାହାର୍ଯ୍ୟରେ ଖାତାରେ ପଇସା ଜମା ବି କରିପାରିବେ , ଯଦି କେଉଁ ଜାଗାରେ ଆପଣଙ୍କ ଡିପୋଜିଟ୍ ମେସିନ୍ ଲାଗିଥିବ , ତେବେ ଆପଣଙ୍କ ଏଟିଏମ୍ କାର୍ଡ ଜରିଆରେ ପଇସା ଖାତାରେ ଜମା କରିପାରିବେ , ଓ ତା ସହ ଯଦି ଆପଣଙ୍କ ଖାତାରେ ନେଟ୍ ବ୍ୟାଙ୍କିଙ୍ଗ୍ ସୁବିଧା ନଥାଏ ତେବେ ନିଜ ଏଟିଏମ୍ କାର୍ଡ ଦ୍ୱାରା ଫଣ୍ତ ଟ୍ରାନ୍ସଫର୍ , କରିପାରିବେ, ଏଥିପାଇଁ ଆପଣଙ୍କୁ ଏଟିଏମ୍ ମେସିନ୍ ରେ ଅପସନ୍ ଦିଆହୋଇଥାଏ ,ଏଟିଏମ୍ କାର୍ଡ ଆପଣଙ୍କୁ ସୁରକ୍ଷା ଦେଇଥାଏ , ବହୁତ ଅଧିକା କ୍ୟାଶ୍ ନେଇକରି ଯିବାକୁ ଡର ଲାଗେ ।

 

କିନ୍ତୁ ଏଟିଏମ୍ କାର୍ଡ ରଖିଥିଲେ ଆପଣଙ୍କୁ ଡରିବା ଦରକାର ପଡେ ନାହିଁ , ନିଜ ଦରକାର ମୁତାବକ ଆପଣ ଯେତେ ଚାହିଁବେ ପଇସା ଉଠାଇପାରିବେ, ଭାରତରେ ଆପଣ ଅଲଗା ଅଲଗା ଏଟିଏମ୍ ମେସିନ୍ ରୁ ୩ ଲକ୍ଷ ଯାଏଁ ଟଙ୍କା ୨୪ ଘଣ୍ଟା ମଧ୍ୟରେ ଉଠାଇପାରିବେ । ଏହାଛଡା ଏଟିଏମ୍ କାର୍ଡରେ ସ୍ୱାଇପିଙ୍ଗ୍ ପରି ସୁବିଧା ଥାଏ, ଯାହାର ଜରିଆରେ କ୍ୟାଶ୍ ଲେସ୍ କିଣାକିଣି ଓ ସଉଦା କିଣି ପାରିବେ , କ୍ୟାଶ୍ ଲେସ୍ ସଉଦାରେ ଆପଣଙ୍କ ବ୍ୟାଙ୍କ୍ ତରଫରୁ ରିୱାର୍ଡ ମିଳିଥାଏ, ଯାହାର ବ୍ୟବହାର କେବେ ବି କରିପାରିବେ , ରିୱାର୍ଡ ପଏଣ୍ଟ ଆପଣଙ୍କ ରିଡିମ୍ ହୋଇପାରିବ ,

Leave a Reply

Your email address will not be published. Required fields are marked *