ଏହି ଚାରୋଟି ରାଶି ହନୁମାଙ୍କର ଅତି ପ୍ରିୟ ଅଟେ
ହନୁମାନ ଙ୍କ ବିଷୟ ରେ କିଏ ନ ଜାଣେ। 70ପ୍ରତିଶତ ଲୋକ ହନୁମାନଙ୍କୁ ପୁଜା କରନ୍ତି, ହନୁମାନ ପ୍ରଭୁ ଶ୍ରୀ ରାମଙ୍କର ପରମ ଭକ୍ତ ଥିଲେ। କିଛି ରାଶି ର ଲୋକ ମାନଙ୍କ ଉପରେ ଭଗବାନ ଶ୍ରୀ ହନୁମାନ ଙ୍କର କୃପା ରହିଥାଏ। ହନୁମାନଙ୍କ କୃପା ରାଶି ରହିଲେ ଶରୀର ସୁସ୍ତ ରହିବା ସହିତ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ ଏବଂ ଏହି ରାଶି ର ବ୍ୟକ୍ତି ଙ୍କୁ ହନୁମାନ ମଧ୍ୟ ଭଲ ପାଇଥାନ୍ତି। ପ୍ରଥମ ରାଶି ହେଉଛି ମକର ରାଶି ଏହି ରାଶି ର ବ୍ୟକ୍ତି ହନୁମାନ ଙ୍କ ପ୍ରିୟ ହୋଇଥାନ୍ତି। ଯଦି ଏହି ରାଶି ର ବ୍ୟକ୍ତିମାନେ ବ୍ୟବସାୟ କରୁଥାନ୍ତି ତେବେ ହନୁମାନ ତାଙ୍କୁ ସାହାର୍ଯ୍ୟ କରିଥାନ୍ତି। ଏହି ରାଶିର ବ୍ୟକ୍ତିମାନେ ନୂଆ ନୂଆ କାର୍ଯ୍ୟ କରିବେ ଏବଂ ସଫଳତା ମଧ୍ୟ ପାଇବେ। ନିଜର ଭବିଷ୍ୟତରେ ମଧ୍ୟ ଆଗେଇବେ।
ଦ୍ୱିତୀୟ ରାଶି ହେଉଛି ସିଂହ ରାଶି। ଏହି ରାଶି ହନୁମାନ ଙ୍କର ପ୍ରିୟ ହୋଇଥାନ୍ତି। ହନୁମାନଙ୍କ କୃପାରୁ ଏହି ରାଶିର ବ୍ୟକ୍ତିମାନଙ୍କର କେବେ ଅନିଷ୍ଟ ହୁଏ ନାହିଁ । ଜୀବନ ରେ ସଫଳତା ଆପଣ ଙ୍କୁ ନିଶ୍ଚୟ ମିଳିବ। ତୃତୀୟ ରାଶି ହେଉଛି ମିଥୁନ ରାଶି। ଏହି ରାଶି ମଧ୍ୟ ହନୁମାନ ଙ୍କ ଅତି ପ୍ରିୟ ରାଶି ହୋଇଥାନ୍ତି। ଏହି ରାଶିଟି ରାମଚନ୍ଦ୍ରଙ୍କ ରାଶି ହୋଇଥିବାରୁ ହନୁମାନଙ୍କର ଅଧିକ କୃପା ଏହି ରାଶିର ବ୍ୟକ୍ତିଙ୍କ ଉପରେ ଥାଏ, ଆପଣ ଯଦି ରାଜନୀତି ରେ ଅଛନ୍ତି ତେବେ ଆପଣ ଙ୍କୁ ସଫଳତା ନିଶ୍ଚୟ ମିଳିବ। ଓ ଉଚ୍ଚ ପଦବୀ ପ୍ରାପ୍ତ ହେବ। ଆପଣ ମାନସିକ ସ୍ତରରେ ଦୃଢ ରହିବେ। ଆପଣ ଆପଣଙ୍କ ରାଗ କୁ କନ୍ଟ୍ରୋଲ୍ କରିବା ଉଚିତ। ହନୁମାନ ଙ୍କ କୃପା ରୁ ସର୍ବଦା ଟଙ୍କା ରୋଜଗାର କରିବେ।
ଚତୁର୍ଥ ରାଶି ହେଉଛି କୁମ୍ଭ ରାଶି ,ଏହି ରାଶି ମଧ୍ୟ ହନୁମାନ ଙ୍କର ପ୍ରିୟ ହୋଇଥାନ୍ତି। ଏହି ରାଶିର ବ୍ୟକ୍ତି ବିଶେଷଙ୍କର କେବେ କେହି ଅମଙ୍ଗଳ କରିପାରିବେନି. ସବୁବେଳେ ହନୁମାନଙ୍କ କୃପା ବୃଷ୍ଟି ଏହି ରାଶିଙ୍କ ଉପରେ ହୋଇଥାଏ |