ଏହି ନାମର ଝିଅଙ୍କ ସହ ପ୍ରେମ କଲେ,ଜୀବନରେ କେବେ ଶୁଖରେ ରହିପାରିବେନି

ତ୍ରତୟା ଜୁଗରୁ ଆରମ୍ଭ କରି କଳିଯୁଗ ପର୍ଯ୍ୟନ୍ତ ପ୍ରେମ ଶାଶ୍ବତ ଆଉ ଚିରନ୍ତନ ହୋଇ ରହିଅଛି | ଆଜିର ଏହି ଦୁନିଆରେ ପ୍ରେମ ଗୋଟିଏ ପ୍ରଧାନ ଜିନିଷ ହେଇଗଲାଣି ।ଆଜିକାଲିର ପିଲାମାନେ ଅଳ୍ପ ବୟସରୁ ପ୍ରେମ କରିବା ଶିଖିଗଲେଣି। ଜୀବନରେ ପ୍ରେମ କରିବା ଠିକ,ମାତ୍ର ଏହି ପ୍ରେମରେ କଳିଝଗଡା ରୁ ମୁକ୍ତ ରହିଥିବା ଅତ୍ୟନ୍ତ ଆବଶ୍ୟକ ।ଆଜି କାଲିର ପ୍ରେମ ବହୁତ ଶିଘ୍ର ବିଫଳ ହେଉଛି କାରଣ ହେଉଛି ନିଜ ମଧ୍ୟରେ ବୁଝାମଣା ର ଅଭାବ ।ସେଥିପାଇଁ ସେହି ପରି ଝିଅକୁ ଭଲପାଇବା ଉଚିତ ଯିଏ ଆପଣଙ୍କୁ ସତରେ ପ୍ରେମ କରୁଥିବ ଆଉ ଆପଣଙ୍କ ପ୍ରେମକୁ ବୁଝିବା ସହିତ ଆପଣଙ୍କ ପରିବାରକୁ ବୁଝୁଥିବା ଆବଶ୍ୟକ । ଆଉ ସେମାନଙ୍କ ବ୍ୟବହାର ଭଲ ହୋଇଥିବା ଅବଶ୍ୟକ ମଧ୍ୟ |

କିଛି ଝିଅ ଅଛନ୍ତି ଯେଉଁ ମାନେ କିଛି କଥା ଏପରି କୁହନ୍ତି ଯାହା କି ଅନ୍ୟ ଏକ ଲୋକକୁ ବହୁତ ବାଧି ଥାଏ ।ସେଥିପାଇଁ କାଟୁ ବଚନ କହୁଥିବା ଝିଅମାନଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ ।ଯେଉଁ ଝିଅମାନେ ଅବୁଝା ଅର୍ଥାତ ସବୁ କଥାରେ ଜିଦି କରିଥାନ୍ତି ସେହି ଝିଅ ମାନଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ। ଆଜି ଏହି ଆର୍ଟକିଲରେ ଆମେ ଏପରି କିଛି ଝିଅମାନଙ୍କ ବିଷୟରେ ଜାଣାଇବୁ, ଯେଉଁ ମାନକୁ ଆପଣ ପ୍ରେମ କଲେ ବହୁତ କଷ୍ଟ ପାଇବେ ।ତେବେ ଆସନ୍ତୁ ଜାଣିବା ଏହି ଝିଅ ମାନଙ୍କ ବିଷୟରେ । ଜାଣି ରଖନ୍ତୁ କେଉଁ ଝିଅଙ୍କ ଠାରୁ ଦୁରେଇ ରହିବା ଆବଶ୍ୟକ |

ଯେଉଁ ଝିଅର ନାମ M ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ବହୁତ ଜିଦି ସ୍ୱଭାବର ହୋଇଥାନ୍ତି ।ସେ ସହଜରେ ଅନ୍ୟ ଉପରେ ବିଶ୍ବାସ କରନ୍ତିନି, ପ୍ରତ୍ୟେକ କଥାରେ ନିଜେ ଠିକ ବୋଲି ସାବ୍ୟସ୍ତ କରିଥାନ୍ତି।ସେଥିପାଇଁ ଏହି ଝିଅ ମାନଙ୍କ ଠାରୁ ସର୍ବଦା ଦୁରେଇ ରୁହନ୍ତୁ ।ଯଦି ଆପଣ ଭାବୁଛନ୍ତି ସେମାନଙ୍କ ସହିତ ରହିପାରିବେ ତେବେ ଆପଣ ପ୍ରେମ କରନ୍ତୁ କିଛି ଅସୁବିଧା ନାହିଁ ।ଦ୍ଵିତୀୟରେ ଆସିଲା J ନାମରୁ ଆରମ୍ଭ ହୋଇଥିବା ଝିଅ ।ଯେଉଁ ଝିର ନାମ ଏଥିରୁ  ଆରମ୍ଭ ହୋଇଥିବା ସେହି ଝିଅ ମାନେ ଅତ୍ୟନ୍ତ କଟୁ କଥା କହିଥାନ୍ତି । ଅନ୍ୟ ଉପରେ ଆରୋପ ଲଦି ଥାନ୍ତି, ଏମାନେ ଗୁରୁଜନ ,ବଡଲୋକ ଆଦି କିଛି ଦେଖନ୍ତି ନାହିଁ କି କିଛି ବିଚାର କରନ୍ତି ନାହିଁ ।ବାସ ବାଧିଲା ପରି କଟୁ କଥା କହିଥାନ୍ତି ।ସେଥିପାଇଁ ଏମାନଙ୍କ ପାଖରୁ ଦୁରେଇ ରହିବ ଆବଶ୍ୟକ |

ତୃତୀୟ ନାମର ଝିଅ ହେଉଛି C ନାମ ଧାରୀ ଝିଅ, ଏମାନେ ଚୁଗୁଲି କରିବାରେ ଏକ୍ସପଟ | ଜଣଙ୍କ କଥାକୁ ନେଇ ଆଉ ଜଣଙ୍କ ଆଗରେ ଭଲଇ ହୋଇ କହି ବେସ ଖୁସି ହୁଅନ୍ତି, ତେଣୁ ଏହି ନାମର ଝିଅଙ୍କଠୁ ଯଥା ସମ୍ଭବ ଦୁରେଇ ରହିବା ଉଚିତ୍ | .ଯଦି ଆପଣଙ୍କୁ ଆମର ଏହି ଆର୍ଟକିଲିଠି ଭଲ ଲାଗିଥାଏ,ତେବେ ସେୟାର ନିଶ୍ଚିତ କରିବେ, ଜୟ ଓଡିଶା |

Leave a Reply

Your email address will not be published. Required fields are marked *