ଗୋଟିଏ ହୃଦୟ ଛୁଆଁ ପ୍ରେମ କାହାଣୀ , ପଢନ୍ତୁ ଭଲ ନିଶ୍ଚିନ୍ତ ଲାଗିବ

LOVE1

ସତ୍ୟ ଘଟଣା(ନାମ ଗୋପନ ରଖାଯାଇଛି)
🌷🌷🌷🌷🌷🌷🌷🌷🌷🌷
ଏ ଝିଅ ଆଗରୁ ଏପରି ନ ଥିଲା …
ଏମାନେ କଲେଜ ରେ ପାଠ ପଢୁ ଥିଲେ,
ପ୍ରେମ ରେ ପଡିଗଲେ,
କିନ୍ତୁ ଏମାନକଁ ଭଲ ପାଇବା କୁ ପୁଅ ର ବଡ ଭାଇ ଓ ବାପା ବିରୋଧ କଲେ ଓ ସେ ପୁଅ କୁ ତାଁକ ସଂମ୍ପତ୍ତି ରୁ ବେଦଖଲ କରିଦେଲେ,

ଝିଅ ଗରିବ ଶ୍ରେଣୀ ର ଓ କାଳୀ ରଂଗ ର ହୋଇଥିବାରୁ ପୁଅ ଘର ଲୋକ ବିରୋଧ କଲେ,😠😠😠
ଏପଟେ ଝିଅ ଘରେ ବି ପୁଅ କୁ ବିରୋଧ କରିବାକୁ ଲାଗିଲେ, ସେମାନେ ପୁଅ ଘର ର ଟଁକା ଦେଖି ଲୋଭ ରେ କହିଥିଲେ କି ତୁ ଆମ ଝିଅ କୁ ବାହା ହେବୁ .. କିନ୍ତୁ ଯେବେ ପୁଅ କୁ ତା ଘର ଲୋକ ସବୁ ସଂମ୍ପତ୍ତି ରୁ ବେଦଖଲ କଲେ .. ତ ସେମାନେ ବି ପୁଅ କୁ ଗରିବ ନଜର ରେ ଦେଖିଲେ ଓ ତାଁକ ଝିଅ କୁ ମନା କଲେ ସେ ପୁଅ ସହ ମିଶନି.

ପୁଅ କଲେଜ କ୍ୟାମ୍ପସ ରୁ ଦିଲ୍ଲୀ ରେ ଗୋଟେ ଯାଗାରେ ଚାକିରି ପାଇଲା, 😎
ଆଉ ଝିଅ ତାର ପଢା ଶେଷ ପରେ ଘରେ ଥାଏ, କିନ୍ତୁ ସେମାନେ ଫୋନ ରେ କଥା ହୁଅନ୍ତି.📱

ଦିନେ ଗୋଟେ ପୁଅ ର ପ୍ରସ୍ତାବ ଆସିଲା ଝିଅ ଘରକୁ, ଝିଅ ଘର ଲୋକ ବି ରାଜି ହୋଇ ଗଲେ…

ଏକଥା ଝିଅ ଫୋନ୍ ରେ କାନ୍ଦି ତା ପ୍ରେମିକ କୁ କହିଲା ଓ ସେ ନିଷ୍ପତ୍ତି କଲା ସେ ଘର ଛାଡି ଚାଲି ଯିବ.😔😔😔

କିନ୍ତୁ ଭାଗ୍ୟ ର ଲେଖା ଯାହା ଅଛି ସେୟା ହେବ
ରାତି ରେ ଲୁଚି ଟ୍ରେନ ଷ୍ଟେସନ ଆସିବା ବାଟରେ କିଛି ଖରାପ ଲୋକ ତାକୁ ଟଣା ଭିଡା କଲେ…😫😫😫

ସେ ପାଟି କରି ଚିଲ୍ଲେଇଲା ରୁ ସେ ଚାଲିଗଲେ ..କିନ୍ତୁ ଜଣେ କାମାନ୍ଧ ପୁରୁଷ ରାଗ ରେ ତା ମୁଁହ କୁ ଏସିଡ ପକେଇ ଦେଲା.. 🤒🤒

ଝିଅ ରାସ୍ତାରେ ପଡି ଛଟପଟ ହେଉଥାଏ .. ସେମାନେ ବାଇକ ରେ ଚାଲିଗଲେ..

ଲୋକେ ଏହା ଦେଖି ଝିଅ ର ପରିବାର କୁ ଖବର ଦେଲେ.. କିନ୍ତୁ ଯେତେବେଳେ ପରିବାର ଲୋକେ ଜାଣିଲେ ଝିଅ ଘରୁ ଲୁଚି ଆସି ତାର ଏହି ଅବସ୍ଥା ସେମାନେ ରାଗି ଗଲେ ଓ ଡାକ୍ତରଖାନା ରେ ଛାଡିଦେଇ ଚାଲିଗଲେ..😭😭😭😭😭😭😭😭😭😭😭😭😭😭😭😭

ଏସବୁ ବିଷୟରେ ସେ ପୁଅ ଖବର ପାଇଲା ଓ ସେ ଝିଅକୁ ଆଣି ତା ପାଖରେ ରଖିଲା…😔
ତା ର ଚିକିତ୍ସା ଓ ଦେଖାଶୁଣା କଲା.. ଏହା ଭିତରେ ସେ ପୁଅ ର ବିଦେଶ ରୁ ଚାକିରି ଅଫର ଆସିଲା.. ସେ ବିଦେଶ କୁ ଗଲା ଓ ଚାକିରି ରେ ଜଏନ କରି ପୁଣି ଛୁଟି ରେ ଆସିଲା… ଓ ସେ ଝିଅକୁ କହିଲା….

ତୁମେ ମୋ ସହ କାଲି ନ୍ୟୁୟର୍କ ଯିବ, ଝିଅ କହିଲା କଣ ପାଁଇ… କହିଲା ହଁ ତୁମ ପାଇଁ ଗୋଟେ surprize ଅଛି…😏😏

ଆମେରିକା ରେ ପହଞ୍ଚି ସେ ଝିଅକୁ marriage କଲା, ଓ ଗୋଟେ ପ୍ରକୃତ ଭଲପାଇବା ର ଉଦାହରଣ ପାଲଟିଗଲା.😯

ପୁଅ ର ପରିବାର ଓ ଝିଅ ର ପରିବାର ସେମାନକୁଁ ପର କରିଦେଲେ, ଝିଅ ର ଚେହେରା ବି ଅସୁନ୍ଦର ହୋଇଗଲା, ପୁଅ ର ସବୁ ସମ୍ପତ୍ତି ଚାଲିଗଲା…😭😭😭

ଏତେ ସବୁ ପରେ ବି ପୁଅ ସେ ଝିଅ କୁ ଆପଣେଇଲା..🤗 ଓ ଝିଅ ବି ….🤗

(ସତରେ ଗୋଟେ ଲାଇକ୍ ଓ ଗୋଟେ ସେୟାର ଜରୁର କରନ୍ତୁ ..)
ଏମାନକଁ ବିଷୟ ରେ ସମସ୍ତେ ଜାଣିବା ଉଚିତ୍ …
TRUE LOVE ଆଜି ଯାଏଁ ବି ଜୀବିତ.
ସାଧୁ ବାଣୀ ପେଜ୍ କୁ ଲାଇକ 👍 ଜରୁର କରିବେ , ପ୍ରତିଦିନ ଏହି ପରି କିଛି ସତ୍ୟ ଘଟଣା ରୁ ଶିଷା ପାଇବେ ..ଜୟ ଜଗନ୍ନାଥ👍👍👍

ଜଦି ହୃଦୟକୁ ଛୁଇଁଥାଏ, ତେବେ ସେୟାର ନିଶ୍ଚିନ୍ତ କରିବେ…ଜୟ ଜଗନ୍ନାଥ

Leave a Reply

Your email address will not be published. Required fields are marked *