ଅଗଷ୍ଟ 15ର ରୁ ମିଳିବ ଫ୍ରି ସାଇକେଲ, ଜାଣନ୍ତୁ କିପରି ..?

15 ଅଗଷ୍ଟ କୁ ଫ୍ରିରେ ବଣ୍ଟନ କରାଯିବ ହେଲମେଟ ଓ ସାଇକେଲ। ଏକ ଓଏବ ସସାଇଟରେ ଦେଖିବାକୁ ମିଳିଛି ଏହି ନ୍ୟୁଜ କେବଳ Website ନୁହେଁ ଟୁଇଟରରେ ମଧ୍ଯ ଦେଖିବାକୁ ମାଳିଛି ଏହି ନ୍ୟୁଜ । ଆପଣ ଏହି ନ୍ୟୁଜ ଶୁଣିବା ପରେ ବହୁତ ଖୁସି ହେଉଥିବେ। ଆପଣ ଏବେ ଖୁସି ହେଉଥିବେ କଣ 15 ଅଗଷ୍ଟ କୁ ସତରେ ମିଳିବ ହେଲମେଟ ଓ ସାଇକେଲ ତ କଣ କରିବାକୁ ପଡିବ।ଆସନ୍ତୁ ଜାଣିବା।
ଏବେ ସୋସିଆଲ ମିଡିଆର ସାହାରା ନେଇ ଅନେକ ଲୋକ ଅନେକ କାମ କରୁଛନ୍ତି, ମିଥ୍ୟା କଥାକୁ ପ୍ରବଳ ବେଗରେ ପ୍ରସାରିତ କରୁଛନ୍ତି, ଏହି ଖବରଟି ମଧ୍ୟ ଏକ ସମ୍ପୂରଣ୍ଣ ମିଥ୍ୟା ଖବର, ଜାଣନ୍ତୁ ଏହାର କାରଣ ।

ଏହା ହେଉଛି ଏକ ସମ୍ପୂର୍ଣ୍ଣ ମିଛ କଥା।ଏହି କଥାକୁ ନେଇ ଅନେକ ଗୁଡିଏ ଆର୍ଟିକିଲ ଲାଗିଛି ତା ପାଇଁ ମଧ୍ଯ ଦୁଇଟି ଓଏବ ସାଇଟ୍ ମଧ୍ଯ ରହିଛି ଯାହାକି ଏମିତି ଆପଣଙ୍କୁ ଦେଖେଇ ଦେଉଛି ଯେଉଁଥିରେ ଲେଖା ଅଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 15 ତାରିଖରେ ହେଲମେଟ ଓ ସାଇକେଲ ମାଗଣାରେ ବିତରଣ କରିବେ।ଏମିତିକା ନ୍ୟୁଜ ଆପଣଙ୍କ ଫେସବୁକ,ଟୁଇଟର କିମ୍ବା ଗୁଗଲ ଦେଖିବାକୁ ମିଳୁଥିବ। ଯାହା ଦ୍ବାର ସେଠି କହୁଥିବେ ଏଠାରେ ସାଇନ୍ଅପ କରନ୍ତୁ। ସାଇନ୍ଅପ କଲା ପରେ ରେଜିଷ୍ଟର କରନ୍ତୁ, କଲାପରେ ଗାଡି ନମ୍ବର ଦିଅନ୍ତୁ। ଏହିଭଳି ଅନେକ ତଥ୍ୟ ଆପଣଙ୍କଠୁ ସେମାନେ ନେଇଯିବେ ।

ଏଭଳି ବିଭିନ୍ନ ପ୍ରକାର ଅପଡେଟ ଦେଉଛନ୍ତି। ଦୁଇଟି ସାଇଟ ମାଧ୍ୟମରେ ଏସବୁ ଖବର ଖେଳି ଜାଉଥିଲ। ସେ ଦୁଇଟି ସାଇଟ ଗୋଡାଇଡି ଓଏବେ ସାଇଟ୍ରୁ ଆସିଥିଲା ତାହା ହେଉଛି ହେଲମେଟ ଡଟ୍ ପିଏମ୍ ଯୋଜନା ଡଟ୍ ଇନ୍ ଆଉଗୋଟେ ହେଲା ଭାରତ ସରକାର ଡଟ୍ କୋ ଗମେଣ୍ଟେ ସାଇଟ୍ ଭଳି ଫ୍ରଜି ସାଇଟ୍ ଏସବୁ ଚାଲିଥିଲା।ଆଜି କାଲି ଲୋକ ଏତେ ହାରାମି ହେଲେଣି ଗମେଣ୍ଟେ ସାଇଟ୍ ନାଁରେ ଫ୍ରି ରେ ମିଳିବ ବୋଲି ଦେଉଛନ୍ତି। ଏମିତି କର ସେମିତି କର କହି ଲୋକଙ୍କୁ ଧୋକା ଦେଉଛନ୍ତି।ଏଭଳି ଯଦି କିଛି ଦେଖନ୍ତି ସେଥିରେ ସାଇନ୍ଅପ କରନ୍ତୁ ନାହିଁ। କାରଣ ଆପଣଙ୍କ ତଥ୍ୟର ଭୁଲ ବ୍ୟବହାର ସେମାନେ କରି ପାରନ୍ତି ।

ଏସବୁ ଫ୍ରଜି ଓଏବ ସାଇଟ୍। ଏସବୁ ଫେସବୁକ ଓ ହ୍ବାସ୍ଅପ ରେ ଆସୁଥିବ କିନ୍ତୁ ଆପଣ ଏହାକୁ ସାଇନ୍ଅପ କରନ୍ତୁ ନାହିଁ।ଏହା ଫେକ୍ ନ୍ୟୁଜ ଅଟେ।

ଏହି ତଥ୍ୟକୁ ଅଧିକରୁ ଅଧିକ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ, ଜୟ ଜଗନ୍ନାଥ

Leave a Reply

Your email address will not be published. Required fields are marked *