ଏହିପରି ପୁଅ ମାନଙ୍କୁ ଝିଅମାନେ ଅଧିକ ପସନ୍ଦ କରିଥାନ୍ତି

ଆଜିର ଦୁନିଆରେ ଗୋଟିଏ ଭଲ ଝିଅକୁ ଜିବନସାଥୀ ରୁପେ ପାଇବା ବହୁତ କଷ୍ଟ, ଏମିତି କେଉଁ ଝିଅ ନାହିଁ ଜାହାର ଗୋଟିଏ ବୟଫ୍ରେଣ୍ଡ ନଥିବା | ହେଲେ ଆପଣ ଜାଣିଛନ୍ତି କି ସବୁ ଝିଅ ପୁଅଙ୍କର କିଛି ନିର୍ଧ୍ଧଷ୍ଠ ଗୁଣ ଆଡକୁ ଅଧିକ ଆକର୍ଷୀତ ହୁଅନ୍ତି, ଯେଉଁ ଗୁଣ ସବୁ ଝିଅକୁ ପୁଅର ପ୍ରେମରେ ପକାଇଦିଏ | ଆଜିର ଏହି ଆର୍ଟିକିଲରେ ଆମେ ଏମିତି କିଛି ଗୁଣ ବିଷୟରେ ଆପଣଙ୍କୁ କହିବାକୁ ଯାଉଅଛୁ, ତେବେ ଆସନ୍ତୁ ଜାଣିବା ।

ଝିଅ ମାନଙ୍କର ସବୁ ଅଲଗା ଅଲଗା ପସନ୍ଦ ରହିଥାଏ । କିନ୍ତୁ କିଛି ପୁଅ ସ୍ପେସିଆଲ୍ ଥାଆନ୍ତି ସେଥିପାଇଁ ଝିଅ ମାନେ ତାଙ୍କୁ ଚାହିଁ ଥାନ୍ତି । କିଛି ପୁଅମାନେ ଦବଗଂ ଟାଇପ ର ଥାଆନ୍ତି । ସେହି ପୁଅଙ୍କୁ ଝିଅ ମାନେ ପସନ୍ଦ କରି ଥାନ୍ତି । ଯଦି ଗୋଟେ ଝିଅ ତାର ବଏଫ୍ରେଣ୍ଡ୍ ସହିତ ବୁଲିବା କୁ ଯାଇ ଥାଏ, ଏବଂ ରାସ୍ତାରେ ଯଦି କେହି ଝିଅ କୁ ହଇରାଣ କରେ ତେବେ ପୁଅ ଟି ଦବଗଂ ଟାଇପ୍ ର ହୋଇ ତାକୁ ରକ୍ଷା କରି ଥାଏ । ତେଣୁ ସବୁ ଝିଅ ଚାହାଁନ୍ତି ତାଙ୍କ ବଏଫ୍ରେଣ୍ଡ୍ ଦବଗଂ ଭଳି ହୋଇଥାଉ ଓ ତାକୁ ସର୍ବଦା ରକ୍ଷା କରୁ । ହେଲେ ଅନ୍ୟକୁ ରକ୍ଷା କରିବା ସହିତ ନିଜ ଗ୍ରଲଫ୍ରେଣ୍ଡର ବି ଟିକେ ଯତ୍ନ ନେବା ଆବଶ୍ୟକ ।

ଯେଉଁ ପୁଅ ଝିଅ ର ଯତ୍ନ ନେଇ ପାରୁଥିବ । ପ୍ରଥମେ ସାଙ୍ଗ ହେବେ ତା ପରେ କଥା ହେବେ ଓ ତା ପରେ ଝିଅ ର ଯତ୍ନ ନେବେ । କିନ୍ତୁ ଅଧିକ ଯତ୍ନ ନେବେ ନାହିଁ ଯେତିକି ଆବଶ୍ୟକ ସେତିକି ନେବେ । ଝିଅ ଙ୍କୁ ମୁଣ୍ଡରେ ଚଢାଇବେ ନାହିଁ ମାନେ ଝିଅ ଙ୍କ ହଁ ରେ ହଁ ମାରିବେ ନାହିଁ । ଆପଣ ଝିଅ ର କଥା କୁ ନେଇ ତାକୁ ଭଲ ଉପାୟ କୁହନ୍ତୁ । ଏହା ଦ୍ୱାରା ଝିଅ ଖୁସି ହୋଇଯିବ । ଚାକିରୀ କରିଥିବା ପୁଅ ଙ୍କୁ ଭଲ ପାଇବା କୁ ଝିଅ ମାନେ ଅଧିକ ଚାହାଁନ୍ତି । କାରଣ ଝିଅ ମାନଙ୍କ ର ବିଭିନ୍ନ ପ୍ରକାର ଇଛା ଥାଏ ଯେପରି ସପିଗଂ କରିବା, ବୁଲିବା କୁ ଯିବା ଏହିପରି । ଏହି ପ୍ରକାର ପୁଅ ମାନଙ୍କୁ ଝିଅ ମାନେ ଅଧିକ ପସନ୍ଦ କରିଥାନ୍ତି । ଅଧିକ ଭଲ ପାଇଥାନ୍ତି ଓ କେବେ ଛାଡ଼ି ଯାଆନ୍ତି ନାହିଁ ।

ଯଦି ଆମର ଏହି ଆର୍ଟକିଲଟି ଆପଣଙ୍କୁ ଭଲ ଲାଗିଥାଏ, ତେବେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ.. ଜୟ ଜଗନ୍ନାଥ

One Comment on “ଏହିପରି ପୁଅ ମାନଙ୍କୁ ଝିଅମାନେ ଅଧିକ ପସନ୍ଦ କରିଥାନ୍ତି”

Leave a Reply

Your email address will not be published. Required fields are marked *