ଘରେ ଲଗାଇଦିଅନ୍ତୁ ଏହି ଗଛ, ରହିବନି ଦରିଦ୍ରତା, ହେବ ଧନ ବର୍ଷା

img

ସମସ୍ତଙ୍କ ଜିବନରେ ଦାରିଦ୍ର ଆଉ ଅର୍ଥାଭାବ ଏକ ପ୍ରଧାନ ସମସ୍ୟା, ଆମେ କରୁଥିବା କେତେକ ଭୁଲ ପାଇଁ ଦାରିଦ୍ର ଆମର ପିଛା ଛାଡି ନଥାଏ, ହେଲେ ଏମିତି କିଛି ପଦକ୍ଷପ ଅଛି,ଜାହାକୁ ଆପଣାଇଲେ ଆମ ଦାରିଦ୍ରତା କଟିଯାଏ, କିଛି ଏମିତି ଦେବା ଦେବୀ ଅଛନ୍ତି ଜାହାଙ୍କ କୃପାଦୃଷ୍ଠି ପଡିଲେ ଦାରିଦ୍ର ଆମ ପାଖରେ ପଶେନି | ହେଲେ ସବୁଠୁ ବଡ କଥା ହେଲେ ସେହି ଦେବା ଦେବିଙ୍କୁ ସନ୍ତୁଶ୍ଠ କରିବା ପାଇଁ ଆମକୁ କିଛି କାମ କରିବାକୁ ପଡିବ, ଆସନ୍ତୁ ଜାଣିବା କଣ ସେ କାମ|

ଆଜି ଆମେମାନେ ଭଗବାନଙ୍କ ବିଷୟରେ କିଛି କଥା ଜାଣିବା।ଏସବୁ ଦ୍ଵାରା ମଣିଷର ଦୁଃଖ କଷ୍ଟ ସବୁ ଦୂର ହୋଇଥାଏ। ଫ୍ରେଣ୍ଡ୍ ଆଜି ଆମେ ଜାଣିବା ଏକ ଗଛ ବିଷୟରେ ଜାହା ଶନି ଦେବଙ୍କ ଅତି ପ୍ରିୟ ହୋଇଥାଏ। କୁହାଯାଏ ଲଙ୍କାରେ ବିଜୟ ପାଇବାପରେ ଭଗବାନ ଶ୍ରୀରାମ ଏହି ଗଛର ପୂଜା କରିଥିଲେ। ଶନିଙ୍କ ଯୋଗୁ ଏହି ଗଛ ପୂଜନୀୟ ହୋଇଥାଏ। ଏମିତିକି ନବ ରାତ୍ରିରେ ମା ଦୁର୍ଗାଙ୍କ ପୂଜାବି ଶନି ଗଛରେ ହବାର ସାସ୍ତ୍ରରେ କୁହା ଯାଇଛି। ମହାଭାରତ କାଳରେ ପାଣ୍ଡବ ମାନେ ତାଙ୍କ ସସ୍ତ୍ରକୁ ସନି ଗଛରେ ଲୁଚାଇ ଥିଲେ।ଏହିସବୁ କାରଣରୁ ସନି ଗଛର ପୂଜା ପ୍ରାରମ୍ଭ ହୋଇଥିଲା ଯାହା ଫଳରେ ଏହି ଗଛକୁ ସାସ୍ତ୍ରରେ ପୂଜନୀୟ ମନାଗଲା।

ନ୍ୟାୟର ଦେବତା ଶନି ଦେବଙ୍କୁ ଖୁସି କରିବା ପାଇଁ ସାସ୍ତ୍ରରେ ବହୁ ଉପାୟ ରହିଛି ସେଥିମଧ୍ୟରୁ ଗୋଟିଏ ଉପାୟ ହେଉଛି ଶନି ଗଛର ପୂଜା। ଶନି ଦେବଙ୍କ ରାଗରୁ ମୁକ୍ତି ପାଇବା ପାଇଁ ଘରେ ଶନି ଗଛକୁ ଲଗାଇ ପୂଜା କରିବା ଦରକାର ସେଥିପାଇଁ ଯଦି ଆପଣ ଶନି ଦେବଙ୍କ କୃପା ପାଇବା ପାଇଁ ଚାହୁଁଛନ୍ତି ଘରେ ଏହି ଗଛକୁ ଲଗାନ୍ତୁ ଓ ନିୟମିତ ପୂଜା କରନ୍ତୁ।ଏହି ଗଛକୁ ଉତ୍ତର ପୂର୍ବ ଦିଗରେ ଲଗାନ୍ତୁ।

ଏହି ଗଛ ଲଗାଇବା ପରେ ଦେଖିବେ ଦୁଇରୁ ତିନ ମାସ ମଧରେ ଆପଣଙ୍କ ଘରେ ଖୁସିର ବାତାବରଣ ଖେଳିଯିବ | ଯଦି ଆମର ଏହି ପ୍ରୟାସ ଆପଣଙ୍କୁ ପସନ୍ଦ ଆସିଥାଏ,ତେବେ ସେୟାର ନିଶ୍ଚିନ୍ତ କରିବେ |

One Comment on “ଘରେ ଲଗାଇଦିଅନ୍ତୁ ଏହି ଗଛ, ରହିବନି ଦରିଦ୍ରତା, ହେବ ଧନ ବର୍ଷା”

Leave a Reply

Your email address will not be published. Required fields are marked *