ଆଜି ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ ଆଉ କେଉଁ ମାନଙ୍କ ପାଇଁ ଏହା ଅସୁଭ

ଗ୍ରହଣ

ଗ୍ରହଣ

ଆଜି ହେବାକୁ ଯାଉଛି ବର୍ଷର ସବୁଠୁ ବଡ କେତୁଗ୍ରସ୍ତ ପୂର୍ଣ୍ଣଚନ୍ଦ୍ର ଗ୍ରହଣ, ଏହା ବର୍ଷର ସବୁଠୁ ବଡ ଗ୍ରହଣ କହିଲେ ଅତୁକ୍ତି ହେବ ନାହିଁ | ଏଥର ଚନ୍ଦ୍ର ଗ୍ରହଣ ସବୁଠୁ ଅଧିକ ସମୟ ରହିବ, ଏହା 3 ଘଣ୍ଟା 55 ମିନିଟ୍ ପର୍ଯ୍ୟନ୍ତ ରହିବ | ଏହି ଗ୍ରହଣ ଭାରତ ସହିତ ଅନ୍ୟ ଦେଶ ଗୁଡିକରେ ମଧ୍ୟ ଦେଖାଯିବ |

କେତେକ ରାଶିଙ୍କ ପାଇଁ ଏହି ଗ୍ରହଣ ଦର୍ଶନ ଶୁଭ ହୋଇଥିଲା ବେଳେ, କେତେଙ୍କ ରାଶି ପାଇଁ ଏହା ଅଶୁଭ ଅଟେ | ଜାଣନ୍ତୁ କେଉଁ କେଉଁ ରାଶି ପାଇଁ ଏହି ଗ୍ରହଣ ଶୁଭ |

ଏହି ଚାରୋଟି ରାଶି ପାଇଁ ଅଶୁଭ ଅଟେ

ମିଥୁନ, ସିଂହ, ତୁଳା ଏବଂ କନ୍ୟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ଗ୍ରହଣଟି ଅଶୁଭ ଅଟେ | ଏହି ବ୍ୟକ୍ତିର ରାଶି ମାନେ ଏହି ଗ୍ରହଣକୁ ନଦେଖିବା  ଭଲ, ତେଣୁ ଅନୁରୋଧ ଗ୍ରହଣ ସମୟରେ ଆପଣ ବାହାରକୁ ଯାଆନ୍ତୁ ନାହିଁ |

ଏହି ରାଶି ଗୁଡିକ ପାଇଁ ଶୁଭ

ମେଷ, ବୃଷ , କର୍କଟ , କନ୍ୟା , ବିଛା, ଧନୁ , ମକର ଓ ମୀନ ରାଶିର ବ୍ୟକ୍ତି ବିଶେଙ୍କ ପାଇଁ ଏହି ଗ୍ରହଣଟି ଶୁଭ ଦାୟକ ଅଟେ |

ଅଧିକରୁ ଅଧିକ ସେୟାର କରି ସମସ୍ତଙ୍କୁ ଅବଗତ କରାନ୍ତୁ,

 

Leave a Reply

Your email address will not be published. Required fields are marked *