ଆଜି ହେବାକୁ ଯାଉଛି ବର୍ଷର ସବୁଠୁ ବଡ କେତୁଗ୍ରସ୍ତ ପୂର୍ଣ୍ଣଚନ୍ଦ୍ର ଗ୍ରହଣ, ଏହା ବର୍ଷର ସବୁଠୁ ବଡ ଗ୍ରହଣ କହିଲେ ଅତୁକ୍ତି ହେବ ନାହିଁ | ଏଥର ଚନ୍ଦ୍ର ଗ୍ରହଣ ସବୁଠୁ ଅଧିକ ସମୟ ରହିବ, ଏହା 3 ଘଣ୍ଟା 55 ମିନିଟ୍ ପର୍ଯ୍ୟନ୍ତ ରହିବ | ଏହି ଗ୍ରହଣ ଭାରତ ସହିତ ଅନ୍ୟ ଦେଶ ଗୁଡିକରେ ମଧ୍ୟ ଦେଖାଯିବ |
କେତେକ ରାଶିଙ୍କ ପାଇଁ ଏହି ଗ୍ରହଣ ଦର୍ଶନ ଶୁଭ ହୋଇଥିଲା ବେଳେ, କେତେଙ୍କ ରାଶି ପାଇଁ ଏହା ଅଶୁଭ ଅଟେ | ଜାଣନ୍ତୁ କେଉଁ କେଉଁ ରାଶି ପାଇଁ ଏହି ଗ୍ରହଣ ଶୁଭ |
ଏହି ଚାରୋଟି ରାଶି ପାଇଁ ଅଶୁଭ ଅଟେ
ମିଥୁନ, ସିଂହ, ତୁଳା ଏବଂ କନ୍ୟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ଗ୍ରହଣଟି ଅଶୁଭ ଅଟେ | ଏହି ବ୍ୟକ୍ତିର ରାଶି ମାନେ ଏହି ଗ୍ରହଣକୁ ନଦେଖିବା ଭଲ, ତେଣୁ ଅନୁରୋଧ ଗ୍ରହଣ ସମୟରେ ଆପଣ ବାହାରକୁ ଯାଆନ୍ତୁ ନାହିଁ |
ଏହି ରାଶି ଗୁଡିକ ପାଇଁ ଶୁଭ
ମେଷ, ବୃଷ , କର୍କଟ , କନ୍ୟା , ବିଛା, ଧନୁ , ମକର ଓ ମୀନ ରାଶିର ବ୍ୟକ୍ତି ବିଶେଙ୍କ ପାଇଁ ଏହି ଗ୍ରହଣଟି ଶୁଭ ଦାୟକ ଅଟେ |
ଅଧିକରୁ ଅଧିକ ସେୟାର କରି ସମସ୍ତଙ୍କୁ ଅବଗତ କରାନ୍ତୁ,