ଖୁଚୁରା ପଇସା କୁ ନେଇ ଦେଶ ରେ ପଡିଲା ଚହଳ । PM ମୋଦିଙ୍କ ବଡ ନିସ୍ପତି ଜାଣିନିଅନ୍ତୁ ଏହି କଥା ।

ଭାରତ ରେ ପ୍ରତ୍ୟେକ ବ୍ୟକ୍ତି ଆମ ଦେଶ ରେ ହେଉଥିବା ମୋଦି ସାର ଙ୍କର କାରନାମା ରୁ ବଞ୍ଚିତ ନାହାନ୍ତି । ଆପଣ ଏହା ବିସୟ ରେ ଭଲ ଭାବରେ ଜାଣିଥିବେ ଆଉ ସେ ଆମ ଦେଶ ପାଇଁ ଜାହାବି କରିଛନ୍ତି ।ତାହା ମଣିଷ ସମାଜ ର ହିତ ପାଇଁ କରୁଛନ୍ତି । ତାଙ୍କର କିଛି ନୁଆ ନୁଆ ଯୋଜନା ଗୁଡିକ ସେ ଆରମ୍ଭ କରିଛନ୍ତି ଜାହା ଦ୍ବାରା ଆମେ ମାନେ କିଛି ପରିମାଣ ରେ ଉପକୃତ ହେଉଛୁ ଓ କିଛି ପରିମାଣ ରେ ଅସୁବିଧା ର ସମୁଖୀନ କରିବାକୁ ପଡିଛି । ଉଦାହରଣ ସ୍ବରୁପ ଏଇ ଯେମିତି ନୋଟ ବନ୍ଦି ର ଘଟଣା କୁ ଆପଣ ନେଇ ନିଅନ୍ତୁ ଲୋକେ କିଛି ଦିନ ପର୍ଯ୍ୟନ୍ତ ଅସୁବିଧା ରେ ପଡିଥିଲେ ।ସେ ଜାହା ବି ହେଉ ଏବେ ଖବର ଉପରକୁ ଆସିବା ।

ଆଜିକା ଟାଇମ୍ ରେ ଦେଶରେ ବହୁତ ବ୍ୟବସ୍ତା ଆ୍ରରମ୍ଭ ହୋଇ ଚାଲିଛି ଏହିପ୍ରଚଳନ ଯୋଗୁଁ ଆଜି ଆମ ଲୋକେ ସବୁ ସାବଧାନ ହୋଇ ଗଲେଣି ସେହିପରି ଆଜି ଏମିତି ଗୋଟେ ଘୋଷଣା କରିଛନ୍ତି ମୋଦି ସେଇଟା ବି ଖୁଚୁରା ପଇସା ବିଷୟ ରେ । କିଛି ଜାଗା ମାନଙ୍କରେ ଖୁଚୁରା ର ଅଧିକ ମାତ୍ରା ଯୋଗୁଁ ଆଜିକାଲି କା ଦୋକାନୀ ମାନେ ଖୁଚୁରା ନେବାପାଇଁ ମନା କରୁଛନ୍ତି । କିନ୍ତୁ ଆପଣ ମାନଙ୍କୁ ଚିନ୍ତା କରିବା ପାଇଁ ସେମିତି କିଛି ନାହିଁ ।

ଆଜି pm ମୋଦି କହିଛନ୍ତି ଯେ ଯଦି ଆପଣ ଙ୍କ ଏରିଆରେ ଖୁଚୁରା ର ଅଧିକ ପରିମାଣ ହେଇଜାଇଛି ଆପଣ ଙ୍କ ପାଖରେ ଖୁଚୁରାର ଭଣ୍ଡାର ରହିଛି କିନ୍ତୁ ଦୋକାନୀ ନ ନେବା କାରଣ ରୁ ଆପଣ ଚିନ୍ତା ରେ ପଡିଛନ୍ତି ତେବେ ଜାଣିନିଅନ୍ତୁ ଏବେ ରିଜର୍ବ ବେଙ୍କ ଅଫ ଇଣ୍ଡିଆ କହିଛନ୍ତି । ପ୍ରତ୍ୟେକ ଖୁଚୁରା କୁ ନେଇ ଆପଣ ବ୍ୟଙ୍କ ମାନଙ୍କ ରେ ଜମା କରିପାରିବେ । ଆମକୁ ଲାଗୁଛି ଏହା ସେହି ମାନଙ୍କ ପାଇଁ ଲାଭ ଦାୟକ ଅଟେ ଯେଉଁ ମାନଙ୍କ ପାଖରେ ବହୁତ ଗୁଡାଏ ଖୁଚୁରା ରହିଛି ।

ଆପଣଙ୍କ ମୂଲ୍ଯବାନ ସମୟ ଦେଇ ଥିବାରୁ ଧନ୍ଯବାଦ ଯଦି ଆପଣଙ୍କୁ ଆମର ଏହି ଆର୍ଟିକାଲ୍ ଟି ଭଲ ଲାଗିଲା ତେବେ ଆପଣଙ୍କ friend ଓ family ସହ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *