ପବଜି ମୋବାଇଲ ଉପରୁ ବ୍ୟାନ ହଟିଲା, ମୋଦି କଲେ ବଡ଼ ଘୋଷଣା ।

pubji

ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି ଯେଉଁଟା ହେଉଛିକି ପବଜି ଆଉ ବ୍ୟାନ ହେବ ନାହିଁ।ଏହି ପବଜିକୁ ଭାରତରେ ଅନେକ ବ୍ୟକ୍ତି ଯଥା ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ଖେଳିବାକୁ ବହୁତ ଭଲ ପାଇଥାନ୍ତି ।ସେଇଥିପାଇଁ ଭାରତରେ ପବଜିର ଫ୍ୟାନ ଅଧିକ।ଆପଣ ମାନେ ଜାଣିଥିବେ କି ଗତ ପୂର୍ବ ସପ୍ତାହରେ ଆମ ଭାରତ ସରକାର ପବଜି ମୋବାଇଲ ସହ ୧୧୮ ଟି ଚାଇନା ଆପକୁ ବ୍ୟାନ କରିଦେଇଛନ୍ତି।ଭାରତ ସରକାର ଯେତେବେଳେ ପବଜି ମୋବାଇଲ ବ୍ୟାନ କରିଦେଇଥିଲେ ସେତେବେଳେ ପବଜି ତରଫରୁ କିଛିବି ଅଫିସିଆଲି ନୋଟିଫିକେସନ ଆସି ନଥିଲା।କିନ୍ତୁ ପବଜିର ଯେଉଁ ଓନର କମ୍ପାନୀ ହେଉଛି ବ୍ଲୁହେଲ ତାର ଅଫିସିଆଲି ଷ୍ଟେଟମେଣ୍ଟ ଜାରି କରିଛି ।

pubg

ସେହି ଷ୍ଟେଟମେଣ୍ଟରେ ପବଜି କଣ ପାଇଁ ବ୍ୟାନ ହେବ ନାହିଁ ସେହି ବିଷୟରେ ବର୍ଣନା କରାଯାଇଛି।ଏଥିରେ କୁହାଯାଇଛିଯେ ଭାରତରେ ପବଜି ବ୍ୟାନର ପରିସ୍ଥିତିକୁ ଆମେ ମାନେ ମନିଟର କରୁଛୁ ।ଏବଂ ତାକୁ ସମ୍ମାନ କରୁଛୁ।ପବଜି କମ୍ପାନୀର ସିକ୍ୟୁରୁଟି ଏବଂ ତାର ଡାଟାକୁ ପବଜି କମ୍ପାନୀ ଗୁରୁତ୍ୱ ଦେଉଛି।ଏବଂ ସେମାନେ କହିଛନ୍ତିଯେ ଏହି ପବଜି ବ୍ୟାନ ପାଇଁ ସେମାନେ ଭାରତ ସରକାରଙ୍କ ସହିତ ମିଶି କିଛି ପବଜି ବ୍ୟାନ ନହେବା ପାଇଁ କିଛି ସମାଧାନ ଖୋଜିବେ।ଏହି କାଲକୁଲେସନରୁ ଜଣା ପଡିଛିଯେ ଅନ୍ୟ ଦେଶ ମାନଙ୍କର ତୁଳନାରେ ଭାରତରେ ପବଜିର ଫ୍ୟାନ ମାନେ ଅଧିକ।ତେଣୁ ଏହି ସବୁ ଘଟଣାକୁ ସେମାନେ ଆଖି ଆଗରେ ରଖି ଭାରତ ସରକାରଙ୍କୁ କହିଛନ୍ତିଯେ ଯଦି ଭାରତରେ ପବଜି ଚାଲିବ ତାହାଲେ ସେମାନେ ଆଉ ଟାନସେଣ୍ଟ କମ୍ପାନୀ ସହିତ ପାଟନରସିପ ରଖିବେ ନାହିଁ ଏହା ହେଉଛି ଖୁବ ଏକ ବଡ ଖୁସିର କଥା।

pubg1

ଆପଣ ମାନେ ଜାଣିଥିବେଯେ ଟାନସେଣ୍ଟ ହେଉଛି ଏକ ଚାଇନାର ବଡ କମ୍ପାନୀ।ଯେଉଁଟାକି ପବଜି ମୋବାଇଲର ୧୦% ଓନର ଅଟେ।ଏହା ମଧ୍ୟ ସେ କହିଛିଯେ ଭାରତରେ ପବଜି ମୋବାଇଲର ପବ୍ଲିସିଙ୍ଗ ସେ ନିଜେ ଅର୍ଥାତ ପବଜି କମ୍ପାନୀ ଉଠାଇବ।ଏହି ଷ୍ଟେଟମେଣ୍ଟରୁ ପବଜି ସମ୍ପୂର୍ଣ ଭାବରେ ଜଣେଇ ଦେଇଛିଯେ ପବଜି ହେଉଛି ଏକ ସାଉଥକୋରିଆର ଏକ ଯେନୁଇନ କମ୍ପାନୀ।ଏବଂ ସେ ଟାନସେଣ୍ଟ କମ୍ପାନୀ ସହିତ ଆଉ ନାହିଁ।ଆପଣ ମାନଙ୍କୁ କହି ରଖୁଛୁଜେ ଯେତେବେଳେ ଭାରତ ସରକାର ୧୧୮ ଟି ଆପକୁ ବ୍ୟାନ କରିଥିଲେ ସେତେବେଳେ ଟାନସେଣ୍ଟ କମ୍ପାନୀ ତାର ୩୪ ବିଲିଅନ ଡଲାର ଲସ କରିଥିଲା।ଏହିଥିରୁ ଆପଣ ମାନେ ଜାଣି ପାରୁଥିବେ ଏହି ଟାନସେଣ୍ଟ କମ୍ପାନୀ ଭାରତରୁ କେତେ ପରିମାଣରେ ଟଙ୍କା ରୋଜଗାର କରୁଥିଲା।

pubg3

ଏହିସବୁ ଷ୍ଟେଟମେଣ୍ଟରୁ ଜଣା ପଡୁଛିଯେ ଭାରତରେ ପବଜି ମୋବାଇଲ ଉପରୁ ଯଥା ସମ୍ଭବ ବ୍ୟାନ ଉଠିଯିବ।ଏବଂ ୯୯% ସତ ଏହି ପବଜି ଆଉଥରେ ଆରମ୍ଭ ହେବ।ଏହିସବୁ ଷ୍ଟେଟମେଣ୍ଟରୁ ଜଣା ପଡୁଛିଯେ ପୁନର୍ବାର ପରି ଏହି ପବଜି ସମସ୍ତଙ୍କୁ ଆନନ୍ଦ ଦେବ।ଏହି ଅପେକ୍ଷାରେ ସମସ୍ତେ ଚାତକ ପରି ଚାହିଁ ରହିଛନ୍ତି।ଏବଂ ଏହା ଏକ ଖୁସିର କଥା।

ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *