ଗ୍ରାହକଙ୍କ ଇଛା ପାଇ ଏ ସବୁ ବି କରିବାକୁ ପଡି ଥାଏ ଆଉ ବେଳେ ବେଳେ …

wooman-2

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମଣିଷ ନିଜେ ସୃଷ୍ଟି ପରେ ସେ ନିଜେ ହିଁ ସୃୃଷ୍ଟି କରିଲା ସମାଜ । ତେବେ ମଣିଷ ର ପାରିପାଶ୍ୱସ୍ଥ ସମଷ୍ଟୀ କୁ ସମାଜ ବୋଲି ମନା ଜାଇଛି । ହେଲେ ଦୁଖଃ କଷ୍ଟ ଆସିଲେ ହିଁ ଜଣା ପଡେ କିଏ କାହା ପ୍ରତି କେତେ ସମ୍ବେଦନ ଶୀଳ । ଆଜିର କ୍ଷେତ୍ର ରେ ଲୋକ ମାନଙ୍କ ପ୍ରତି ସମ୍ବେଦନ ଶୀଳତା କମି ଜାଉ ଥିବା ବେଳେ ସେମାନେ କେବଳ ଅନ୍ୟ ର ମୁଣ୍ଡ ବିନ୍ଧା ର କାରଣ ହେଉଛନ୍ତି । ସେହି ପରି ଗୋଟିଏ ପ୍ରକାରର ସମାଜ ସମାଜ ଠାରୁ ଦୂରେଇ ରଖି ଥିବା କିଛି ମହିଳା ଯେଉଁ ମାନଙ୍କୁ ବେଶ୍ୟା ବୋଲି କୁହା ଜାଇ ଥାଏ । ସମାଜ ତଳେ ଏହି ବେଶ୍ୟା ବୃତି ସାମାଜିକ ସନ୍ତୁଳନ କୁ ଖରାପ କରୁଛି । ସେ ଅପବିତ୍ର ହେଲେ ଦୁଖଃ ର କଥା ହେଲା କି କେହି ବି ଏଠାରେ ଭାବନ୍ତି ନାହିଁ ଯେ ସେ କଣ ପାଇଁ ଏମିତି ବେଶ୍ୟା ବୃତ୍ତି କୁ ଆପଣେଇ ନେଲା । ଏହା ପଛର ରହସ୍ୟ କଣ ଏବଂ ସେ କଣ ନିଜର ବୃତ୍ତି କୁ ନେଇ ଖୁସୀ ରେ ରହିଛି ।

cng

 

ସୁଖ ରେ ରହିଛି ନା ଶାନ୍ତି ରେ ରହିଛି । ସେ ନିଇତି ନିଇତି ପ୍ରତି ମୁହୂର୍ତ୍ତ୍ୱ ରେ ନିଜ ଜିବନ କୁ ନେଇ ବଞ୍ଚୁଛି ଏବଂ ମରୁଛି । ବାସ୍ ବଞ୍ଚିବାର କେବଳ ଅଭିନୟ କରୁଛି । ପ୍ରତି ଦିନ ସେ ସାମ୍ନା କରୁଛି ଅଜବ୍ ଗଜବ୍ ଗ୍ରାହକ ମାନଙ୍କୁ । ଏମିତି କିଛି କଥା କୁ ଏହି ଦିନ ରେ ବେଶ୍ୟା ମାନେ ବଖାଣିଛନ୍ତି ଗଣ ମାଧ୍ୟମ ରେ । କିଛି ବେଶ୍ୟା ମାନେ କହିଛନ୍ତି କି କିଛି ଗ୍ରାହକ ମାନେ କହନ୍ତି 19 ହଜଜାର ଟଙ୍କା ଦେଲେ ଗୋଟିଏ ଗ୍ଲାସ୍ ରେ ପରିଶ୍ରା କର । ସେହି ପରି କିଛି ଗ୍ରୂହକ ମାନେ ନକଲି ବନ୍ଧୁକ ଆଣି ଫଲ୍ସ ଫାୟାରିଂ କରି ମଜା ନିଅନ୍ତି । ସେହି ପରି ଆଉ କିଛି ଗ୍ରାହକ ପ୍ରବଳ ପାଟି ତୁଣ୍ଡ କରିବା ପାଇଁ ପଇସା ଦିଅନ୍ତି । ଏମିତି ବି କିଛି ଗ୍ରାହକ ମାନେ ରହିଛନ୍ତି ଯେଉଁ ମାନେ କହନ୍ତି ତୁମେ ମୋର ମାଆ ଏବଂ ମୁଁ ତୁମର ପିଲା କହି ମଜା ଲୁଟାନ୍ତି ।

cng2

ତ ସେହି ପରି ଆଉ କିଛି ଗ୍ରୀହକ ମାନେ ଗରମ ଖାଧ୍ୟ ସହିତ ଲଙ୍କା ଚଟଣୀ ସମୟ ସୀନା ସେମାନଙ୍କୁ ଏମିତି କରିବା ପାଇଁ ବାଧ୍ୟ କରେଇ ଦେଇଛି ହେଲେ କୋଠୀ କୁ ଯାଉ ଥିବା ଗ୍ରାହକ ମାନଙ୍କୁ ବି ନିଜର ମଣିଷ ପଣିଆ ରଖିବା ଦରକାର । ସେମାନେ ବେଶ୍ୟା ହେଲେ ବି ପ୍ରଥମେ ଜଣେ ଜଣେ ମଣିଷ ଅଟନ୍ତି । ମଣିଷ ହୋଇ ମଣିଷ ପ୍ରତି ଏମିତି ବ୍ୟବହାର କରିବା ଉଚିତ୍ ନୁହେଁ । ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *