ଝିଅ ବହୁଳ ଗାଁ କେହିବି ପୁଅ ନାହାଁନ୍ତି ।

gaa

ପ୍ରାୟ ଅନେକ ସମୟରେ ଆପଣମାନେ ଦେଖିବାକୁ ପାଇବେଯେ ପୁଅପିଲା ମାନେ ଝିଅମାନଙ୍କର ଅପେକ୍ଷାରେ ରହିଥାନ୍ତି।କିନ୍ତୁ ଆପଣ କେବେ ଶୁଣିଛନ୍ତିକି ଝିଅମାନେ ପୁଅଙ୍କର ଅପେକ୍ଷାରେ ରହିଥିବାର।ଯଦିବି ଏହା ଶୁଣିଛନ୍ତି ତାହେଲେ ବହୁତ କମ ଭାବରେ ଶୁଣିଥିବେ।କିନ୍ତୁ ଏଠାରେ ପୁଅମାନଙ୍କୁ ବାହାହେବା ପାଇଁ ଝିଅମାନେ କଣ ପାଇଁ ଝୁରୁଛନ୍ତି ତାହା ବର୍ଣନା କରାଯାଇଛି।ପୃଥିବୀରେ ଏପରି ଏକ ଜାଗାଅଛି ଯେଉଁଠାରେ ଝିଅମାନେ ପାଗଳଙ୍କର ପରି ପୁଅମାନଙ୍କୁ ଚାହିଁ ରହିଥାନ୍ତି।ବ୍ରାଜିଲର ଏକ ଛୋଟ ଗାଁ ଅଛି ଯେଉଁଠି କେବଳ ମହିଳାମାନେହିଁ ରୁହନ୍ତି।ଏବଂ ସେମାନେ ବିବାହ ପାଇଁ ପୁରୁଷମାନଙ୍କର ଅପେକ୍ଷାରେ ଅନେକ ଦିନରୁ ଅଛନ୍ତି।ବ୍ରାଜିଲର ନଏଭା ବୋଲି ଏକ ଛୋଟ ଗାଁ ଅଛି ଯେଉଁଠାରେ ଝିଅମାନଙ୍କର ବିବାହ ଏକ ବହୁତ ବଡ଼ କଷ୍ଟ କାମ ହୋଇଥାଏ।ଅନ୍ୟ ଜାଗାର ବିବାହ ତୁଳନାରେ ଏହି ଜାଗାର ଝିଅମାନଙ୍କର ବିବାହ ବହୁତ କଷ୍ଟ ସାଧ୍ୟ।ଏହି ଜାଗାରେ ବିବାହ ପାଇଁ ବହୁତ ନିୟମ ରହିଛି।

cng

ଏହି ଗ୍ରାମରେ ସମୁଦାୟ ୬୦୦ ଜଣ ମହିଳା ବାସ କରୁଛନ୍ତି ହେଲେ ସେମାନଙ୍କର ମଧ୍ୟରୁ କିଛି ମହିଳା ବିବାହ କରିଛନ୍ତି।ହେଲେ ସେହି ପୁରୁଷମାନଙ୍କୁ ଗାଁରେ କୌଣସି ଭାବରେ ରହିବାର ଅନୁମତି ଆଜିଯାଏ ନାହିଁ।ସେହି ପୁରୁଷ ମାନେ କେବଳ ସପ୍ତାହକୁ ମାତ୍ର ଥରେ ସେହି ଗାଁକୁ ଆସିଥାନ୍ତି ଏବଂ ନିଜର ପତ୍ନୀଙ୍କୁ ଦେଖା କରିଥାନ୍ତି।ଯଦି କୌଣସି ପୁରୁଷ ସେଠାକାର କୌଣସି ଝିଅକୁ ଅଧିକ ଭଲପାଇ ବିବାହ କରିବାକୁ ଚାହିଁଥାନ୍ତି ତାହାଲେ ତାଙ୍କୁ କେତେକ ନିୟମ ମାନି ଚଳିବାକୁ ସେଠାରେ ପଡିଥାଏ।ବିବାଘର ପରେ ସେହିଁ ପୁରୁଷ କେବଳ ଥରେ ମାତ୍ର ସେହି ଝିଅ ସହିତ ଶାରୀରିକ ସମ୍ପର୍କ ରଖିପାରିବ ଏବଂ ତାପରେ ସେହି ଗାଁ ଛାଡି ଚାଲିଯିବେ।ଏହା ହେଉଛି ସେହି ଗାଁର ନିୟମ।ଯଦି ସେହି ବିବାହିତା ନାରୀଟିର ପୁଅ ଜନ୍ମ ହେବ ତାହେଲେ ସେହି ପୁଅଟିକୁ ୧୮ବର୍ଷ ହେଲା ପର୍ଯ୍ୟନ୍ତ ସେହି ଗାଁରେ ରହିପାରିବ।୧୮ବର୍ଷ ପରେ ସେହି ଗାଁ ଛାଡି ଚାଲିଯାଇଥାଏ।ଯଦି ଝିଅଟିଏ ଜନ୍ମ ହୋଇଥାଏ ତାହାଲେ ସେ ସେଠାରେ ରହିଥାଏ।

girl2

ସେଠାକାର କହିବା ଅନୁସାରେ ପୁରୁଷମାନଙ୍କର ଅପେକ୍ଷା ମହିଳାମାନେ ସେହି ଗାଁକୁ ଭଲ ଭାବରେ ଚଳେଇ ପାରିବେ।ଏବଂ ଏପରି ବହୁତ କିଛି କାମ ଅଛି ଯାହାକୁ ମହିଳାମାନେ ନିଜର ବୁଦ୍ଧି ଖଟାଇ ପୁରୁଷ ମାନଙ୍କର ଠାରୁ ବହୁତ ଭଲ କାମ କରିପାରିବେ।ତେଣୁ ସେଠାକାର ମହିଳାମାନେ ଚାଷ ଠାରୁ ଆରମ୍ଭ କରି ସବୁ କାମ ନିଜେ କରିଥାନ୍ତି।ତେବେ ଏମିତି ସବୁ ନିୟମ ହେବା ପଛରେ ଛୋଟ କାହାଣୀଟିଏ ଅଛି।ବହୁତ ବର୍ଷ ପୂର୍ବେ ମାରୀୟା ନାମକ ଏକ ଝିଅକୁ ମାତ୍ର ୧୬ବର୍ଷ ବୟସରେ ବାଧ୍ୟ କରି ବିବାହ କରାଯାଇଥିଲା।ସେ ବହୁତ ମାନସିକ ଚିନ୍ତାରେ ପଡିଯାଇଥିଲେ।କମ୍ ବୟସରୁ ବିବାହ କରିବା ଦ୍ୱାରା ଏହିସବୁ ହୋଇଥିଲା।ଏବଂ ବିବାହ ପରେ ସେ ଘର ଛାଡ଼ି ଚାଲିଯାଇଥିଲେ ଏବଂ ଏକାକୀ ବସବାସ କରିବାକୁ ଲାଗିଲେ।

girl1

ପରବର୍ତ୍ତୀ ସମୟରେ ଅନ୍ୟ ଝିଅମାନେ ଆସି ସେଠାରେ ରହିଲେ ଏବଂ ଏହା କ୍ରମେ କ୍ରମେ ଏକ ଗାଁରେ ପରିବର୍ତ୍ତନ ହୋଇଗଲା।ସେମାନଙ୍କର ନିୟମ ଅନୁସାରେ ସେମାନେ ପୁରୁଷ ମାନଙ୍କୁ ବିବାହ କରିପାରିବେ ହେଲେ ତାଙ୍କ ସହିତ ପୁରୁଷମାନେ ରହିପାରିବେ ନାହିଁ। ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। |

Leave a Reply

Your email address will not be published. Required fields are marked *