ବର୍ଷା ମତେ ହତ୍ୟା କରିବାକୁ ଚାହୁଁଛନ୍ତି କହିଲେ ଅନୁଭବ।

baru2

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ବର୍ତ୍ତମାନ ଆପଣ ଯଦି ଦେଖିବେ ବର୍ଷା ଅନୁଭବଙ୍କ ମଧ୍ୟରେ ତିକ୍ତତା ଲାଗିରହିଛି ଏହି ବିବାଦ ସମାଧାନ ନ ହୋଇ ବଢିବାରେ ଲାଗିଛି ଏହି ବିଷୟରେ ବର୍ଷାଙ୍କର ରାଜ ଖୋଲିଛନ୍ତି ଅନୁଭବ ମହାନ୍ତି ଏବଂ ବର୍ଷାଙ୍କ ବିରୋଧରେ ପୁଣି ଏକ ଦେଇଛନ୍ତି ବିସ୍ଫୋରକ ବୟାନ ଏବଂ କହିଛନ୍ତି ବର୍ଷା ପ୍ରିୟଦର୍ଶିନୀ ତାଙ୍କୁ ମାରିବାକୁ ଚାହୁଁଥିଲେ ଆସନ୍ତୁ ଜାଣିବା। ଅନୁଭବ ମହାନ୍ତି ବର୍ତ୍ତମାନ ସମୟରେ ଟ୍ୱିଟରରେ ଅନେକ ସମୟରେ ଆକ୍ଟିଭ ରହିଛନ୍ତି ଏବଂ ଗୋଟିଏ ପରେ ଗୋଟେ ଟ୍ୱିଟ ଭାଇରାଲ ହେବାରେ ଲାଗିଛି ଅନୁଭବଙ୍କ ଟାର୍ଗେଟରେ ବର୍ଷା ସେ ଏମିତି ଗୋଟେ ଟ୍ୱିଟ କରିଛନ୍ତି ଯେ ଗୋଟିଏ ଜନ୍ମ ନୁହେଁ ସେ କୌଣସି ଜନ୍ମରେ ବର୍ଷାଙ୍କର ସ୍ୱାମୀ ହେବାକୁ ଚାହୁଁନାହାନ୍ତି।

anubhab

ଏମିତିକି ବର୍ଷା ମୋତେ ଏବଂ ମୋ ବାପା ମାଙ୍କୁ ମାରି ଦେବାକୁ ଚାହୁଁଥିଲେ ଏବଂ ସେଭଳି ଝିଅକୁ ଆମେ କୌଣସି ଜନ୍ମରେ ଗ୍ରହଣ କରିପାରିବୁ ନାହିଁ ଏବଂ ଏ ବିଷୟରେ ମୁଁ ଏବଂ ମୋ ମା ସ୍ପଷ୍ଟ କରିସାରିଛୁ ଏବଂ ବର୍ଷାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ କରୁଛନ୍ତି ଅନୁଭବ। ବର୍ଷା ଅନୁଭବଙ୍କ ଚର୍ଚ୍ଚାର ବିଷୟ ଚାରିଆଡ଼େ ପାଲଟିଥିବା ବେଳେ ପୁଣି ଗୋଟିଏ ବଡ଼ ତଥ୍ୟ ଦେଇଛନ୍ତି ଅନୁଭବ ମହାନ୍ତି ସେ ମଧ୍ୟ ଲେଖିଛନ୍ତି କଥା କଥାରେ ମାନବଧିକାରୀ ମହିଳା ମାନେ ମତେ ମଧ୍ୟ ଠକିଛନ୍ତି ମୋ ବାପା ଗୁରୁତର ଥିଲା ବେଳେ ଆମ ସହିତ ଏମିତି ପ୍ରତାରଣା କରିବେ ବୋଲି ମୁଁ କେବେ ଆଶା କରିନଥିଲି। କିନ୍ତୁ ଗତକାଲି ମୁ ସେମାନଙ୍କ ଆଲୋଚନା ସମୟରେ ମୁଁ ସେମାନଙ୍କୁ ସଂଫୁର୍ଣ ସହଯୋଗ କରିଥିଲି ଏବଂ ଏଥି ସହ ମାନବଧିକାରୀ ମହିଳାଙ୍କ ସହ ବର୍ଷାଙ୍କ କିଛି ସମ୍ଫର୍କ ଅଛି ବୋଲି ସେ ଟ୍ୱିଟ କରି ଜଣେଇ ଛନ୍ତି।

barsha1212

ଏହି ଆଲୋଚନା ବେଳେ ମାନବଧିକାରୀ ମହିଳାମାନେ ମିଡ଼ିଆରେ କୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି କହିଛନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ସେ ମିଡିଆରେ ମନ୍ତବ୍ୟ ଦେବା ସହିତ ମୋ ବିରୋଧରେ ମିଛ କହିଛନ୍ତି ଏବଂ ସେମାନଙ୍କର ଏ ବୟାନ ଶୁଣିବା ପରେ ମୋ ପଛରେ ଛୁରା ଭଳି ଲାଗୁଛି ବୋଲି ଅନୁଭବ ନିଜେ ଟ୍ୱିଟ କରି ଜଣେଇଛନ୍ତି ଏବଂ ଏହା ସହିତ ଅନୁଭଵ ମହାନ୍ତି ଟ୍ୱିଟ କରି ଲେଖିଛନ୍ତି ସମ୍ମାନୀୟ ମ୍ୟାଡାମ ଆପଣ ମୋ ନାଁ ଏବଂ କ୍ଷତକୁ କଳଙ୍କିତ କରିବା ପାଇଁ ବିପୁଳ ମାତ୍ରାରେ ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ମୋତେ ଖରାପ କରିବା ପାଇଁ ଖରାପ ବାଟ ଆପଣେଇଛନ୍ତି।

barsha

ଅନୁଭଵଙ୍କର ଏହି ଘନ ଘନ ଟ୍ୱିଟ ମଧ୍ୟରେ ବର୍ଷା ପ୍ରିୟଦର୍ଶିନୀ ନିରବ ରହିଥିବା ବେଳେ ଏକ ଟ୍ୱିଟ ସାମ୍ନାକୁ ଆସିଛି ଯେଉଁଥିରେକି ଜଣାପଡିଛି ଯେ ବର୍ଷା ପ୍ରିୟଦର୍ଶିନୀ ଗୋଟେ ସାଇ ବାବାଙ୍କ ଫୋଟ ସହିତ ଅରୁଆ ଚାଉଳ ଏବଂ ଦୀପ ଜାଳୁଥିବାର ଫୋଟୋ ଦେଖିବାକୁ ମିଳିଛି ଏବଂ ସେ ଲେଖିଛନ୍ତି ଯେ ନୀରବତା ହିଁ ସବୁଠାରୁ ଶକ୍ତିଶାଳୀ ପ୍ରତିଭା ମନ୍ଦ ଉଦ୍ଦେଶ୍ୟ ନେଇ କାହାକୁ କଳଙ୍କିତ କରିବା ଉଚିତ ନୁହେଁ ଆଇନ ତାବାଟରେ ଯିବ ଏବଂ ଆଇନ ପ୍ରମାଣ ଉପରେ ବିଶ୍ୱାସ କରେ। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *