ସିନ୍ଦୂର ବିକ୍ରି କରିବେ ବର୍ଷା, ବର୍ଷାଙ୍କ ମୂଲ୍ୟ ମାତ୍ର ଏତିକି ଟଙ୍କା ।

barsha

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଆମ ଓଲିଉଡ ଇଣ୍ଡଷ୍ଟ୍ରିର ଅଭିନେତା ଏବଂ ଅଭିନେତ୍ରୀ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ସମ୍ପର୍କରେ ସୃଷ୍ଟି ହୋଇଥିବା ତିକ୍ତତା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି ବନ୍ଧୁଗଣ ଅନୁଭଵ ଏବଂ ବର୍ଷାଙ୍କୁ ନେଇ ଆସିଲା ବଡ଼ ଖବର ଅନୁଭବ ଏବଂ ବର୍ଷାଙ୍କ ବିବାହର ଛଅ ବର୍ଷ ପୁରି ସାରିଛି ଏବଂ ଦୁହେଁ ମଧ୍ୟ ପରସ୍ପରକୁ ଭଲ ପାଇ ବିବାହ କରିଥିଲେ।

barsha1212

ଗୋଟେ ପଟେ ବର୍ଷା ସିନ୍ଦୁରକୁ ବଞ୍ଚାଇବାକୁ ଚାହୁଁଛନ୍ତି ଅନ୍ୟପଟେ କିପରି ସେ ଅନୁଭବଙ୍କୁ ଦାବି କରୁଛନ୍ତି ପନ୍ଦର କୋଟି ଆସନ୍ତୁ ଜାଣିବା। ଆରୋପ ପ୍ରତ୍ୟାରୋପର ସାଙ୍ଘାତିକ ଅଭିଯୋଗ ବିଷୟରେ ଅନୁଭଵ କରିଥିବା ଟ୍ୱିଟ ଝଡ଼ ସୃଷ୍ଟି କରିଛି ସେ କହିଛନ୍ତି ଯେଉଁଠାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହିତ ଶେଷ ନିଶ୍ୱାସ ଥିଲା ପର୍ଯ୍ୟନ୍ତ ରହିବା ପାଇଁ କହୁଛନ୍ତି ସେ କିପରି ପନ୍ଦର କୋଟି କ୍ଷତିପୁରଣ ଏବଂ ମାସିକ ୭୦ ହଜାର ଟଙ୍କା ଦାବି କରୁଛନ୍ତି ତେବେ ସିଧାସଳଖ ଟ୍ୱିଟ କରିଛନ୍ତି।

barsha

ବନ୍ଧୁଗଣ ବର୍ଷା ଅନୁଭବଙ୍କ ଚର୍ଚ୍ଚାର ବିଷୟ ଚାରିଆଡ଼େ ପାଲଟିଥିବା ବେଳେ ପୁଣି ଗୋଟିଏ ବଡ଼ ତଥ୍ୟ ଦେଇଛନ୍ତି ଅନୁଭବ ମହାନ୍ତି ସେ ମଧ୍ୟ ଲେଖିଛନ୍ତି କଥା କଥାରେ ମାନବଧିକାରୀ ମହିଳା ମାନେ ମତେ ମଧ୍ୟ ଠକିଛନ୍ତି ମୋ ବାପା ଗୁରୁତର ଥିଲା ବେଳେ ଆମ ସହିତ ଏମିତି ପ୍ରତାରଣା କରିବେ ବୋଲି ମୁଁ କେବେ ଆଶା କରିନଥିଲି। କିନ୍ତୁ ମୁ ସେମାନଙ୍କ ଆଲୋଚନା ସମୟରେ ମୁଁ ସେମାନଙ୍କୁ ସଂଫୁର୍ଣ ସହଯୋଗ କରିଥିଲି ଏବଂ ଏଥି ସହ ମାନବଧିକାରୀ ମହିଳାଙ୍କ ସହ ବର୍ଷାଙ୍କ କିଛି ସମ୍ଫର୍କ ଅଛି ବୋଲି ସେ ଟ୍ୱିଟ କରି ଜଣେଇ ଛନ୍ତି। ଅନୁଭବ ଅଧିକାଂଶ ସମୟରେ ଦିଲ୍ଲୀରେ ରୁହନ୍ତି ସେ ଦିଲ୍ଲୀ ଝିଅର ପ୍ରେମରେ ପଡିଯାଇଛନ୍ତି ତେବେ ଏହାକୁ ନେଇ ବର୍ଷା ପ୍ରିୟଦର୍ଶିନୀ ଖୁଲାସା କରିଛନ୍ତି।

anubhab

ଅନୁଭବ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନ୍ୟ କୌଣସି ଯୁବତୀଙ୍କ ସହିତ ସମ୍ପର୍କ ରଖିଥିଲେ ଅନୁଭବଙ୍କ ପରିବାର ଲୋକ ତାଙ୍କୁ ମଧ୍ୟ ସମ୍ମାନ ଦେଉଥିଲେ ଓ ବର୍ଷାଙ୍କୁ ଅନୁଭଵଙ୍କ ଚରିତ୍ରରେ ଅଭିନୟ କରିବାକୁ ମନା କରିଥିଲେ। ଅନୁଭବ ମଧ୍ୟ ଅନେକ ସମୟରେ ମଦ ପିଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏପରି କଥା କହୁଥିଲେ ବର୍ଷାଙ୍କୁ ମାଡ଼ ମରାଯାଉଥିଲା ପରିବାର ସମ୍ମାନ ଦୃଷ୍ଟିରୁ ସେ ଚୁପ ରହୁଥିଲେ କିନ୍ତୁ ଧୀରେ ଧୀରେ ବର୍ଷାଙ୍କ ଉପରେ ନିର୍ଯ୍ୟାତନା ବଢ଼ିଲା। ବର୍ଷା କହିଥିଲେ ମୋ ଜୀବନ ଏକ ଖେଳ ନୁହେଁ ଯେପରି ତୁମେ ସବୁବେଳେ ଖେଳୁଛ ଏବଂ ତୁମେ ମୋ ଜୀବନର ଏକମାତ୍ର ନିଷ୍ପତ୍ତି ଗ୍ରହଣକାରୀ କିମ୍ବା କର୍ତ୍ତୃପକ୍ଷ ନୁହଁ ମୁଁ ତୁମର ସୁଦୂର ନିୟନ୍ତ୍ରକ ନୁହେଁ।

ଯେତେବେଳେ ତୁମେ ଚାହୁଁଥିଲ ତୁମେ ବିବାହ କର, ଯେତେବେଳେ ତୁମେ ଚାହୁଁଥିଲ ତୁମେ ମୋତେ ଘରୁ ବାହାରକୁ ଫିଙ୍ଗି ଦେଇଥିଲ, ଯେତେବେଳେ ତୁମେ ଚାହୁଁଥିଲ ଯେ ତୁମେ ପାରସ୍ପରିକ ପୃଥକତା ପାଇଁ ଇଚ୍ଛା କରୁଛ କାହିଁକି ଏହା ସର୍ବଦା ତୁମେ ତୁମର ଶାରୀରିକ ନିର୍ଯାତନା, ଅପବ୍ୟବହାର, ନକଲି ଦୋଷ, ତୁମର ବାରମ୍ବାର ଅତିରିକ୍ତ ବୈବାହିକ କାର୍ଯ୍ୟ, ତୁମର ଭୟଙ୍କର ପାନୀୟ ଅଭ୍ୟାସ ଏବଂ ସମସ୍ତ ଦ୍ୱାରା ତୁମେ ମୋ ଜୀବନକୁ ନର୍କରେ ପରିଣତକରିଛ ସେଥିପାଇଁ ସିନ୍ଦୁର ବିକ୍ରି କରିପାରନ୍ତି ବର୍ଷା। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *