ତୁଳସୀ ଚଉଁରାରେ ଏହି ତିନୋଟି ମହିଳା ପୂଜା କରନ୍ତୁ ନାହିଁ।

mahila

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ପୂଜା କରିବା ସହିତ ଧାର୍ମିକ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ ଚାଲନ୍ତୁ ଜାଣିବା କେଉଁ ତିନୋଟି ସ୍ତ୍ରୀ ତୁଳସୀ ଗଛକୁ ପୂଜା କରିବା ଆଦୌ ଉଚିତ ନୁହେଁ। ପ୍ରଥମରେ ଯେଉଁ ମହିଳାଙ୍କର ମାସିକ ଧର୍ମ ହୋଇଥାଏ ମହିଳାଙ୍କର ମାସିକ ଧର୍ମ ଏକ ଅପବିତ୍ର ଅସ୍ବଛ ସମୟ ହୋଇଥାଏ ଏହି ସମୟରେ କୌଣସି ଧାର୍ମିକ କାର୍ଯ୍ୟ ପୂଜା କିମ୍ବା ସୋ କାର୍ଯ୍ୟରେ ଉପସ୍ଥିତ ରୁହନ୍ତି ସେହି କାର୍ଯ୍ୟ ଅଶୁଭ ଅପବିତ୍ର ଅସ୍ବଛ ହୋଇଥାଏ।

women

ଶାସ୍ତ୍ରରେ ଯେଉଁ ସମୟରେ ଦ୍ରୋପଦିଙ୍କର ବସ୍ତ୍ର ହରଣ କରାଯାଇଥିଲା ପାଞ୍ଚ ପାଣ୍ଡବ ଦୁର୍ଯ୍ୟୋଧନ ଠାରୁ ଦ୍ରୋପଦିଙ୍କୁ ହାରିବା ପରେ ଦ୍ରୋପଦୀଙ୍କୁ ଆଣିବା ପାଇଁ ଦୁର୍ଯ୍ୟୋଧନ ରାଜସ୍ୱ କକ୍ଷକୁ ଯାଇଥିଲେ ରାଜସ୍ୱ କକ୍ଷ ଗୋଟେ ଏପରି କକ୍ଷ ଯେଉଁଠାରେ ମାସିକ ଧର୍ମ ପାଳୁଥିବା ମହିଳାମାନେ ନିଜ ଘର ବାସ ଭବନ ଠାରୁ ଦୂରେଇ ରହିଥାନ୍ତି ଏବଂ ନିଜର ମାସିକ ଧର୍ମକୁ ରାଜସ୍ୱ କକ୍ଷରେ କାଟିଥାନ୍ତି। ସେହି ସମୟରେ ମହିଳାମାନେ ରାଜସ୍ୱ କକ୍ଷରେ ଯୋଗ ଦେଇପାରୁ ନଥିଲେ ତେଣୁ ମହିଳାମାନଙ୍କର ମାସିକ ଧର୍ମ ହୋଇଥିବା ସମୟରେ ତୁଳସୀ ଗଛକୁ ପୂଜା କରିବା ଅପବିତ୍ର ହୋଇଥାଏ। ଏପରି କରିବା କୌଣସି ମହାପାପଠାରୁ କମ ହୋଇ ନଥାଏ ଦ୍ୱିତୀୟରେ ଚରିତ୍ରହିନା ସ୍ତ୍ରୀ ଏହିପରି ସ୍ତ୍ରୀ ସବୁବେଳେ ପବିତ୍ର ତୁଳସୀ ଠାରୁ ଦୂରେଇ ରୁହନ୍ତୁ ଏମିତି କଲେ ମାତା ତୁଳସୀଗଛର ବାସକୁ ଛାଡି ଦେଇଥାନ୍ତି।

women1

ଶାସ୍ତ୍ରରେ ମଧ୍ୟ ରହିଛି ମନରେ ଯଦି ଖରାପ ଚିନ୍ତା ଦୁଷ୍କର୍ମ ଅନ୍ୟ ପ୍ରତି ଖରାପ ହୋଇଥାଏ ତେବେ କଦାପି ତୁଳସୀ ଗଛର ପୂଜା କରନ୍ତୁ ନାହିଁ ତୃତୀୟରେ ଅବିବାହିତ ମହିଳାମାନେ କଦାପି ତୁଳସୀ ଗଛର ପୂଜା କରନ୍ତୁ ନାହିଁ ତୁଳସୀ ଗଛର ପୂଜା କେବଳ ବିବାହିତ ନାରୀମାନେ କରିବା ଉଚିତ ହୋଇଥାଏ। ଅବିବାହିତା ଏବଂ ହିନ୍ଦୁ ଧର୍ମର ବିଧି ଅନୁସାରେ ଅଗ୍ନିକୁ ସାକ୍ଷୀ କରି ଅଗ୍ନିର ଚାରିପାଖେ ବୁଲି ନବିବାବହିତା ସ୍ତ୍ରୀ ମାନଙ୍କୁ ତୁଳସୀ ଗଛକୁ ପୂଜା କରିବାର ଉଚିତ ହୋଇନଥାଏ ତେଣୁ ଏହିପରି ସ୍ତ୍ରୀ ମାନେ ତୁଳସୀ ଗଛ ଠାରୁ ଦୂରେଇ ରୁହନ୍ତୁ ଏହାଛଡା ତୁଳସୀ ଗଛ କତିରେ ଝାଡୁ ଚପଲ କିମ୍ବା ଅନ୍ୟ କୌଣସି ଗଛ ଲଗାନ୍ତୁ ନାହିଁ। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *