ଏହି ନାମର ମହିଳା ମାନେ ଟିକେ ସ୍ୱାମୀ ସୁଖ ପାଇବା ପାଇଁ ବିକଳ ହୋଇଥାନ୍ତି।

swamisukha

ସାରା ଜୀବନ ଦୁଃଖରେ ରହିଥାନ୍ତି ଏହି ଦୁଇଟି ନାମର ମହିଳା।କଣ ସେହି ଦୁଇଟି ନାମ ଏହିଠାରେ ବର୍ଣନା କରାଯାଇଛି।ଆମ ସମାଜରେ ବିବାହକୁ ନେଇକରି ଅନେକ ପ୍ରଥା ରହିଛି।ବିବାହ ହେଉଛି ଏକ ପବିତ୍ର ବନ୍ଧନ।ଏ ସଂସାରରକୁ ପାଦ ରଖିବା ପୂର୍ବରୁ ବିବାହ ହେଉଛି ପ୍ରଥମ ପାହାଚ।ତେଣୁ ସ୍ୱାମୀ ଏବଂ ସ୍ତ୍ରୀ ବିବାହ ବନ୍ଧନରେ ବାନ୍ଧି ହେବା ଅତ୍ୟନ୍ତ ଜରୁରୀ ଅଟେ।ବୈବାହିକ ଜୀବନ ପରେ ହିଁ ସାଂସାରିକ ଜୀବନ ଆସିଥାଏ।ଏହି ସାଂସାରିକ ଜୀବନ ବୈବାହିକ ଜୀବନକୁ ଭିତ୍ତିକରି ହୋଇଥାଏ।ସ୍ୱାମୀ ସ୍ତ୍ରୀଙ୍କର ଏହି ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଇଥାଏ।

girl1

ବୈବାହିକ ଜୀବନ ଅତ୍ୟନ୍ତ ସୁଖ ଏବଂ ଖୁସି ପୁର୍ଣ ହେବା ଜରୁରୀ ଅଟେ।ସବୁ ପୁଅ କିମ୍ବା ଝିଅ ବିବାହ ପୂର୍ବରୁ ଅଜଣା ରହିଥାନ୍ତି।ଏବଂ ବିବାହ ପରେ ସେମାନେ ଏକାଠି ହେବାର ବଚନ ନେଇଥାନ୍ତି।ବିବାହ ପରେ ଜଣେ ଅନ୍ୟ ଜଣଙ୍କର ସାଥ ଦେଇଥାନ୍ତି ଏବଂ ପବିତ୍ର ଡୋରୀରେ ବାନ୍ଧି ହେଇକରି ରହିଥାନ୍ତି।ଏହା ମାନାଯାଇଛି ଯେ ଆମ ହିନ୍ଦୁ ଧର୍ମର ବିବାହରେ ସାତ ଘେରାର ମାନ୍ୟତା ରହିଛି।ଏହିଠାରେ ସ୍ୱାମୀ ଏବଂ ସ୍ତ୍ରୀ ସାତ ଜନ୍ମ ପାଇଁ ପରସ୍ପର ସହିତ ବାନ୍ଧି ହେଇକରି ରହିଥାନ୍ତି।ବୈବାହିକ ଜୀବନରେ ଅନେକ କଳହ ଆସିଥାଏ ।ଏବଂ ସେ ସବୁକୁ ଖାତିରି ନକରି ଆଗକୁ ବଢ଼ିବାର ଅଛି।

girl2

ବିବାହ ସମୟରେ ବର ଏବଂ କନ୍ୟା ଅଗ୍ନି ଚାରିପଟେ ବୁଲିବା ସମୟରେ ପରସ୍ପରକୁ ସାତଟି ବଚନ ଦେଇଥାନ୍ତି।ପ୍ରତେକ ବଚନକୁ ଲିଭେଇବାକୁ ବର କନ୍ୟା ଚେଷ୍ଟା କରିଥାନ୍ତି।ଯାହା ତାଙ୍କର ଜୀବନରେ ସୁଖ ଆଣିଦେଇକରି ଥାଏ।ଯଦି ଜଣେ ସେହି ବଚନରୁ ଖସି ଆସେ ତାହାଲେ ଅନ୍ୟଜଣେ ଏକାକୀ ସେହି ବଚନକୁ ପୁର୍ଣ କରିବା ପାଇଁ ଅସଫଳ ହୋଇଥାଏ।ଯାହାକି ସେମାନଙ୍କର ଜୀବନରେ କଳହ ଆଣିଦେଇଥାଏ।ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପର ଠାରୁ ଅଲଗା ହେବା ଉଚିତ ନୁହେଁ।ଗୋଟିଏ ମୁଦ୍ରାର ଦୁଇଟି ପର୍ଶ୍ୱପରି ଦୁଇଜଣଙ୍କୁ ହେବା ଦରକାର।ଜଣକର ଖୁସିରେ ଅନ୍ୟଜଣେ ଖୁସିଥିବା ଆବଶ୍ୟକ।

skruti

ବିବାହାପରେ ଘରକୁ ଆସିଥିବା ଝିଅ ଲଷ୍ମୀ ପ୍ରତିମା ପରି ହୋଇଥିବା ଆବଶ୍ୟକ।ବିବାହ କରିବା ପୂର୍ବରୁ ଅନେକଥର ଭାବିକରି ବିବାହ କରିବା ଉଚିତ।ଯଦି ସେମିତି ହୋଇନଥାଏ ତାହେଲେ ବୈବାହିକ ଜୀବନ ସେମାନଙ୍କର ପାଇଁ ଦୁଃଖପୁର୍ଣ ହୋଇଯାଇଥାଏ।ସବୁବେଳେ ଝଗଡା ଲାଗିକରି ଥାଏ।ସବୁବେଳେ ମତାନ୍ତର ଦେଖିବାକୁ ମିଳିଥାଏ।ଯଦି ବୈବାହିକ ଜୀବନକୁ ଖୁସି ପୁର୍ଣ କରିବାପାଇଁ ଚାହୁଁଛନ୍ତି ତାହାଲେ ଉତ୍ତମ ଏବଂ ଗୁଣବନ୍ତ ପତ୍ନୀଟିଏ ବାଛିବା ଅତ୍ୟନ୍ତ ଆବଶ୍ୟକ।ନହେଲେ ସାରାଜୀବନ ଆପଣଙ୍କୁ ଅନୁତାପ କରିବାକୁ ପଡିବ।ପ୍ରଥମେ ଝିଅ ବାଛିବା ପୂର୍ବରୁ ଝିଅଟିର ରୂପ ନଦେଖି ଗୁଣକୁ ଦେଖନ୍ତୁ।ଯଦି ଆପଣ ରୂପରେ ଆକୃଷ୍ଟ ହୋଇକରି ବିବାହ କରନ୍ତି ତାହାଲେ ପରବର୍ତୀ ସମୟରେ ହଇରାଣ ହୋଇଥାନ୍ତି।ଅନେକ ଅସୁବିଧାର ସାମ୍ନା ହୋଇଥାନ୍ତି।ତେଣୁ ରୂପ ଏବଂ ଗୁଣ ଏହି ୨ଟିଯାକ ଗୁଣ ଦେଖି ବିବାହ କରିବା ଜରୁରୀ।

rehaaa

ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *