ଶୋଇବା ସମୟରେ ଏପରି କରୁଛନ୍ତି କି?

sleep

ସାମୁଦ୍ରିକ ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଏହିପରି କାର୍ଯ୍ୟ ଶୋଇବା ସମୟରେ କରିବା ଉଚିତ ନୁହେଁ ।ରାତିରେ ଶୋଇବା ସମୟରେ ଏପରି ଭୁଲ କରୁଛନ୍ତି ତାହେଲେ ଆଜିଠୁ କରିବା ବନ୍ଦ କରିଦିଅନ୍ତୁ ।ଏପରି କରିବା ଦ୍ୱାରା ଦରିଦ୍ରତା ପିଛା ଛାଡିନଥାଏ ,ଓ ସବୁବେଳେ ଅସୁବିଧାର ସମ୍ମୁଖୀନ କରିବାକୁ ପଡେ ।ଦେଖାଯାଇଛି ଯେ ଏପରି ଭୁଲ କରି ମଣିଷ ଛୋଟ ମୋଟ ଭୁଲ କରି ପକାନ୍ତି ଯାହା କି ପରେ ବହୁତ ବଡ଼ ବିପଦରେ ସାମ୍ନାକୁ ଆସିଥାଏ ।ଶାସ୍ତ୍ର ଅନୁସାରେ ପ୍ରତେକ କାମ କରିବାର ନିର୍ଦ୍ଧିଷ୍ଟ ନିୟମ ଗୁଡା ରହିଛି ।ଦେଖିବାକୁ ଗଲେ ମଣିଷ ରାତିରେ ଶୋଇବା ସମୟରେ ଅଜାଣତରେ ଏମିତି ଭୁଲ ସବୁ କରିପକାନ୍ତି ଯାହାର ପରିଣାମ ତାଙ୍କୁ ପରେ ଭୋଗିବାକୁ ପଡିଥାଏ ।

slp

୧-ପ୍ରଥମ ଭୁଲ, ଶାସ୍ତ୍ର ଅନୁସାରେ ରାତିରେ ଶୋଇବା ସମୟରେ ମଣିଷ ନିଜ ମୁଣ୍ଡ ତଳେ ସୁନା କିମ୍ବା ଚାନ୍ଦି ରଖି ଶୋଇବା ଉଚିତ ନୁହେଁ ।ଶୋଇବା ସମୟରେ ସୁନା କିମ୍ବା ଚାନ୍ଦି ମୁଣ୍ଡତଳେ ରଖି ସୋଇଲେ ଶୋଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଥାଏ ଓ ସବୁବେଳେ ଅସୁବିଧା ଲାଗିରହିଥାଏ ।ରାତିରେ ଏପରି ଭୁଲ କରନ୍ତୁ ନାହିଁ ।

୨-ଦିତୀୟ ଭୁଲ, ରାତିରେ ଶୋଇବା ସମୟରେ ନିଜ ପାଖରେ ମନିପସ ରଖି ଶୋଇବା ଉଚିତନୁହେଁ ।ଏପରି କରିବାଦ୍ୱାରା ମଣିଷର ଦରିଦ୍ରତା ଉପୁଜିଥାଏ ଓ ଧନ ସମ୍ବଧିୟ ପରିସ୍ଥିତି ଲାଗିରହିଥାଏ,ଯେତେ କମେଇଲେବି କ୍ଷୟ ହୋଇଯାଏ ।ଶୋଇବା ସମୟରେ ଏପରି ଭୁଲ କରନ୍ତୁ ନାହିଁ ।

sleeerrr

୩-ତୃତୀୟ ଭୁଲ, ଶୋଇବା ସମୟରେ ନିଜ ବେଡ଼ ପାଖରେ ଚପଲ ରଖି ଶୋଇବା ଉଚିତ ନୁହେଁ କାରଣ ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ଧନ ମାତା ଘର ଛାଡ଼ି ଚାଲି ଯାଇଥାନ୍ତି ।ଧନ ଅଭାବର ପରିସ୍ଥିତି ସୃଷ୍ଟି ହୋଇଥାଏ ।ଘରେ ଦରିଦ୍ରତା ଧୀରେ ଧୀରେ ବାସ ବନ୍ଦିଥାଏ ।ଘରେ ଥିବା ପଇସା ଥିରେ ଥିରେ ସାରିବାକୁ ଲାଗେ ।ଭୁଲରେବି ଶୋଇବା ସମୟରେ ଚପଲ ବେଡ଼ ତଳେ ରଖି ସୁଅନ୍ତୁ ନାହିଁ ।

୪-ଚତୁର୍ଥ ଭୁଲ, ବସ୍ତୁ ଶାସ୍ତ୍ର ଅନୁଯାଇ ବ୍ୟକ୍ତିକୁ ଶୋଇବା ସମୟରେ ନିଜ ପାଖରେ କଣସିବି ଧାତୁ ରଖିବା ଉଚିତ ନୁହେଁ ।ଏପରିକରିବା ଦ୍ୱାରା ଘରେ ଅଶାନ୍ତି ଲାଗିରହେ ।କଳହ ବିନା କାରଣରେ ହୋଇ ଥାଏ ଘରେ ସବୁବେଳେ ଆସନ୍ତିରେ ଥାଏ ଓ ସ୍ନେହ ଛାଡି ଯାଇଥାଏ ।ଶୋଇବା ସମୟରେ ଏପରି କରନ୍ତୁ ନାହିଁ ।

୫-ପଞ୍ଚମ ଭୁଲ, ଶୋଇବା ସମୟରେ ନିଜ ହାତକୁ ଛାତି ଉପରେ ରଖି ଶୋଇବା ଉଚିତ ନୁହେଁ ଏ ପରି କରିବା ଦ୍ୱାରା ବିଭିନ୍ନ ପ୍ରକାର ର ଖରାପ ସ୍ବପ୍ନ ଆସିଥାଏ ଯାହାକି ମନକୁ ଦୁର୍ବଳ କରିଥାଏ ।କେବେବି ଛାତିରେ ହାତରଖି ସୁଅନ୍ତୁ ନାହିଁ ।

sleep

୬-ଷଷ୍ଠ ଭୁଲ, ଶୋଇବା ସମୟରେ ଓଲଟା ହେଇକି ସୁଅନ୍ତୁ ନାହିଁ ଏପରି ଶୋଇବା ଦ୍ୱାରା ବିଭିନ୍ନ ପ୍ରକାର ରୋଗର ସାମ୍ନା କରିବାକୁ ପଡିଥାଏ ।ଯଥା -ଛାତି ଦରଜ ,ନିଶ୍ୱାସ ନେବାରେ କଷ୍ଟ ଲାଗିବା ,ଦେହ ଝିମଝିମ ହେବା ।ଯଦି ଆପଣ ବି ଏପରି ଶୋଉ ଛନ୍ତି ତାହେଲେ ବନ୍ଦ କରି ଦିଅନ୍ତି ଏପରି ଶୋଇବା ନହେଲେ ପରେ ସ୍ୱାସ୍ଥ ସମ୍ବଧିୟ କୌଣସି ଅସୁବିଧାର ସାମ୍ନା କରିବାକୁ ପଡିପାରେ ।ଶୋଇବା ସମୟରେ ଏପରି ଭୁଲ କରନ୍ତୁ ନାହିଁ ।

ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *