ଏହି ଝିଅ ମାନଙ୍କୁ କେବେବି ପ୍ରକୃତ ପ୍ରେମ ମିଳିନଥାଏ।

jhiaaa

ଦୁନିଆରେ ସବୁ ଚାହାଁନ୍ତିକି ସେମାନଙ୍କୁ ସଚା ପ୍ରେମ କରୁଥିବା ଜୀବନ ସାଥୀଟେ ମିଳୁ । କିନ୍ତୁ ବହୁ କମ ଝିଅ ମାନଙ୍କର ଏହି ସ୍ବପ୍ନ ପୂରଣ ହୋଇଥାଏ ।ଏମିତି ବି ଝିଅ ମାନେ ଅଛନ୍ତି ସେମାନଙ୍କୁ ପ୍ରେମ ପରିବର୍ତ୍ତେ ମିଳିଥାଏ ଧୋକା । ଚାଲନ୍ତୁ ଜାଣିବା କୋଉ ୪ ପ୍ରକାରର ଝିଅଙ୍କୁ ମିଳୁଛି ଧୋକା ।
୧- ବି- ନାମ ର ଝିଅ; ଏହି ଝିଅ ମାନେ ଲକ୍ଷେ ଚେଷ୍ଟା ପରେ ବି ସଛା ପ୍ରେମ ମିଳିନଥାଏ । ଯଦି ବା ଏମାନଙ୍କୁ ପ୍ରେମ ମିଳିଥାଏ ତାହେଲେ ସେ ପ୍ରେମ ଅଧିକ ଦିନ ଯାଏ ରହିନଥାଏ । ପ୍ରେମରେ ଧୋକା ଖାଇଲା ପରେ ଏମାନେ ବହୁତ ଚିଡି ଚିଡ଼ା ହୋଇ ଯାଇଥାନ୍ତି । ତାପରେ ସେମାନଙ୍କର ପ୍ରେମ ଉପରୁ ଭରସା ବିଶ୍ୱାସ ମଧ୍ୟ ତୁଟି ଯାଇଥାଏ । ଏମାନେ ପ୍ରଥମ ଥର ଧୋକା ଖାଇସାରିଲା ପରେ ଦ୍ୱିତୀୟ ଥର ପ୍ରେମକୁ ଘୃଣା କରିଥାନ୍ତି ।

girl
୨- ଇଂରାଜୀ ଅକ୍ଷର ସି- ନାମ ର ଝିଅ ;  ପ୍ରେମ ମାମଲାରେ ଦେଖିବାକୁ ଗଲେ ଏହି ଝିଅ ମାନେ କାଫି ଦୁର୍ଭାଗ୍ୟବତୀ ହୋଇଥାନ୍ତି । ପ୍ରକୃତ ପ୍ରେମକୁ ଏମାନେ ଜାଣି ଜାଣି ହରେଇଥାନ୍ତି । ଏହି ନାମର ଝିଅ ମାନଙ୍କ ମନରେ ପ୍ରଚୁର ମାତ୍ରାରେ ସନ୍ଦେହ ରହିଥାଏ । ଯାହା ଫଳରେ ଏମାନଙ୍କ ପ୍ରେମ ଏମାନଙ୍କଠୁ ଜାଣି ଜାଣି ଦୂରେଇ ଯାଇଥାଏ । ଏହି କାରଣରୁ ଏମାନଙ୍କୁ ପ୍ରକୃତ ପ୍ରେମ ମିଳିନଥାଏ ।
୩- ଇଂରାଜୀ ଅକ୍ଷର ଜ- ନାମ ର ଝିଅ  ଏହି ନାମ ର ଝିଅ ମାନଙ୍କୁ ମଧ୍ୟ ପ୍ରେମରେ ସଫଳତା ମିଳିନଥାଏ । କିନ୍ତୁ ଏମାନେ ବହୁତ କେୟାରିଙ୍ଗ ଏବଂ ତାଙ୍କ ପ୍ରେମିକକୁ ବହୁତ ଭଲ ପାଇଥାନ୍ତି । କିନ୍ତୁ ଏମାନଙ୍କର ଗୋଟେ ଖରାପ ଗୁଣ ହେଉଛି ଏମାନେ କାହାରବି ପ୍ରେମରେ ପଡ଼ିଯାନ୍ତି ।ଯାହା ଫଳରେ ପୁଅ ମାନେ ଏମାନଙ୍କୁ ଧୋକା ଦେଇ ଚାଲିଯାନ୍ତି । ଏମାନେ ଗୋଟେ ଥର ଧୋକା ଖାଇସାରିଲା ପରେ ଗୋଟେ ସବକ ଶିଖିଯାନ୍ତି । ଆଉ ଦ୍ୱିତୀୟ ଥର ଏମିତି ଭୁଲ କରିବା ପାଇଁ ମନ କରନ୍ତି ନାହିଁ ।

girl2
୪-ଇଂରାଜୀ ଅକ୍ଷର ଏନ- ନାମର ଝିଅ ; କେବେନା କେବେ ଏହି ଝିଅ ମାନଙ୍କ ଆଗରେ ଏମିତି ପରିସ୍ଥିତ ଆସିଥାଏ ଯୋଉ କାରଣରୁ ଏମାନଙ୍କୁ ପ୍ରକୃତ ପ୍ରେମ ମିଳିନଥାଏ । ଏମାନେ ଯୋଉ ଭଳି ପୁଅ ଖୋଜନ୍ତି ଏମାନଙ୍କୁ ସେହି ଭଳି ପୁଅ ମିଳିଯାନ୍ତି । କିନ୍ତୁ ଏମାନଙ୍କୁ ସେଇ ଭଳି ପ୍ରେମ ମିଳିନଥାଏ ଯୋଉ ଭଳି ପ୍ରେମ ଏମାନେ ଚାହାନ୍ତି । ସାଥୀମାନେ ଏହି ଭଳି ଝିଅ ମାନଂଙ୍କୁ ପ୍ରକୃତ ପ୍ରେମ ମିଳିନଥାଏ । କାରଣ ଯୋଉ ଝିଅ ଯୋଉ ପ୍ରକାରର ପୁଅ ଖୋଜେ ହୁଏତ ତାକୁ ମିଳିଯାଏ ହେଲେ ପ୍ରକୃତ ଭଲ ପାଇବା ମିଳିନଥାଏ ।ଆଉ ଏମିତି ବି ଝିଅ ଅଛନ୍ତି ଯୋଉ ମାନେ ନିଜ ଭଲ ପାଇବାକୁ ସନ୍ଦେହ କରିଥାନ୍ତି । ସେଥିପାଇଁ ତାକୁ ତାର ପ୍ରକୃତ ଭଲ ପାଇବା ମିଳିନଥାଏ । ଭଲ ପାଇବାରେ ବିଶ୍ୱାସ ଓ ଭରସା ରହିବା ବହୁତ ଜରୁରୀ । ନହେଲେ ସେ ଭଲ ପାଇବା ବହୁତ ଦିନ ରହିପାରିବ ନାହିଁ ।
girl1
ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *